ବୈତରଣୀ ମୁହାଣରେ ବୁଡିଲା ମତ୍ସ୍ଯଜୀବୀଙ୍କ ଡଙ୍ଗା
ଭଦ୍ରକ : ବୈତରଣୀ ମୁହାଣରେ ବୁଡିଲା ମତ୍ସ୍ଯଜୀବୀଙ୍କ ଡଙ୍ଗା। ଧାମରା ବନ୍ଦର ଧାମରାଇ ମନ୍ଦିର ନିକଟରେ ଡଙ୍ଗା ବୁଡିଲା। କୂଳକୁ... The post ବୈତରଣୀ ମୁହାଣରେ ବୁଡିଲା ମତ୍ସ୍ଯଜୀବୀଙ୍କ ଡଙ୍ଗା appeared first on .
ଭଦ୍ରକ : ବୈତରଣୀ ମୁହାଣରେ ବୁଡିଲା ମତ୍ସ୍ଯଜୀବୀଙ୍କ ଡଙ୍ଗା। ଧାମରା ବନ୍ଦର ଧାମରାଇ ମନ୍ଦିର ନିକଟରେ ଡଙ୍ଗା ବୁଡିଲା। କୂଳକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ଡଙ୍ଗାରେ ଥିବା ୧୦ ମତ୍ସ୍ଯଜୀବୀ ସୁରକ୍ଷିତ ଉଦ୍ଧାର ହୋଇଛି। ସମସ୍ତ ଉଦ୍ଧାର ମତ୍ସ୍ୟଜୀବୀ ପଶ୍ଚିମବଙ୍ଗ ଦୀଘାର ହୋଇଥିବା ସୂଚନା। ବାତ୍ଯା ଦାନା ପ୍ରଭାବରେ ଆସୁଥିବା ଜୁଆର ଢେଉ ମାଡରେ ଡଙ୍ଗା ବୁଡିଯାଇଥିବା ଆଶଙ୍କା କରାଯାଉଛି।
The post ବୈତରଣୀ ମୁହାଣରେ ବୁଡିଲା ମତ୍ସ୍ଯଜୀବୀଙ୍କ ଡଙ୍ଗା appeared first on .