ବୈପାରୀଗୁଡ଼ା ବସ୍‌ ଦୁର୍ଘଟଣାରେ ୯ ଗୁରୁତରଙ୍କୁ କଟକ ସ୍ଥାନାନ୍ତର

କୋରାପୁଟ,୨୯ା୧୨(ଅମିତାଭ ବେହେରା): ରବିବାର ଗୁପ୍ତେଶ୍ୱର ଦର୍ଶନ କରିବା ପାଇଁ କଟକରୁ କୋରାପୁଟ ଆସିଥିବା ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାରେ ଗୁରୁତର ୯ ଯାତ୍ରୀଙ୍କୁ ୫ଟି ଆମ୍ବୁଲାନ୍ସ ଯୋଗେ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ଜଣାଯାଇଛି। ସେମାନେ ହେଲେ ରୁଦ୍ର ଶଙ୍କର ସେଠୀ (୬), ସ୍ଥିତିପ୍ରଜ୍ଞା ସେଠୀ (୧୧), ମଞ୍ଜୁଳା ସେଠୀ (୫୧), ଆଲୋକ ସେଠୀ (୬୧), କାଲାମଲ୍ଲୀ ଦାସ (୪୦), ରୀତାଞ୍ଜଳି ବେହେରା (୩୦), ରଶ୍ମିତା ଦାସ(୪୧), ମାନସ ରଞ୍ଜନ ଦାସ (୪୨), […] The post ବୈପାରୀଗୁଡ଼ା ବସ୍‌ ଦୁର୍ଘଟଣାରେ ୯ ଗୁରୁତରଙ୍କୁ କଟକ ସ୍ଥାନାନ୍ତର appeared first on Dharitri Odia News.

ବୈପାରୀଗୁଡ଼ା ବସ୍‌ ଦୁର୍ଘଟଣାରେ ୯ ଗୁରୁତରଙ୍କୁ କଟକ ସ୍ଥାନାନ୍ତର

କୋରାପୁଟ,୨୯ା୧୨(ଅମିତାଭ ବେହେରା): ରବିବାର ଗୁପ୍ତେଶ୍ୱର ଦର୍ଶନ କରିବା ପାଇଁ କଟକରୁ କୋରାପୁଟ ଆସିଥିବା ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାରେ ଗୁରୁତର ୯ ଯାତ୍ରୀଙ୍କୁ ୫ଟି ଆମ୍ବୁଲାନ୍ସ ଯୋଗେ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ଜଣାଯାଇଛି। ସେମାନେ ହେଲେ ରୁଦ୍ର ଶଙ୍କର ସେଠୀ (୬), ସ୍ଥିତିପ୍ରଜ୍ଞା ସେଠୀ (୧୧), ମଞ୍ଜୁଳା ସେଠୀ (୫୧), ଆଲୋକ ସେଠୀ (୬୧), କାଲାମଲ୍ଲୀ ଦାସ (୪୦), ରୀତାଞ୍ଜଳି ବେହେରା (୩୦), ରଶ୍ମିତା ଦାସ(୪୧), ମାନସ ରଞ୍ଜନ ଦାସ (୪୨), ସାଇ କିରଣ ଦାସ (୧୧) ଏବଂ ସାମାନ୍ୟ ଆହତ ୫ ଯାତ୍ରୀଙ୍କୁ ବସ୍‌ ଯୋଗେ କଟକ ପଠାଯାଇଥିବା ବେଳେ ଜଣେ ଗୁରୁତର ଏବେବି କୋରାପୁଟ ମେଡିକାଲରେ ରହିଥିବା ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

The post ବୈପାରୀଗୁଡ଼ା ବସ୍‌ ଦୁର୍ଘଟଣାରେ ୯ ଗୁରୁତରଙ୍କୁ କଟକ ସ୍ଥାନାନ୍ତର appeared first on Dharitri Odia News.