ବୋଟ୍ରେ ପଡିଲା ତେଲିଆ ବୋରେହି ମାଛ, ୧୭ ମାଛର ଦାମ ୧୮ ଲକ୍ଷ
ପାରାଦ୍ଵୀପ ୦୯/୦୪: ମାଛ କିଲୋ ୬୪୦୦ ଟଙ୍କା । ୧୭ ଟି ମାଛର ଦାମ ୧୮ ଲକ୍ଷ । ବୋଟରେ ପଡିଲା ୧୭ଟି ତେଲିଆ ବୋରେହି ମାଛ । ଦୁଇଟି ବୋଟରେ ପଡିଥିଲେ ୧୭ ଟି ତେଲିଆ ବୋରେହି ମାଛ । ନିଲାମ ପରେ ଦିଘା ପଠାଗଲା ଏହି ମାଛ । ଗୋଟିଏ ବୋଟରେ ୮ ଟି ଓ ଅନ୍ୟ ବୋଟରେ ୯ଟି ତେଲିଆ ବୋରେହି ପଡିଥିଲା । ଏହି ମାଛର ଅନ୍ତ ଓ ପୁଟ୍ଟିକୁ ମେଡିସିନ ପାଇଁ ବ୍ୟବହାର କରାଯାଇଥାଏ ।ସୂଚନା ଥାଉକି, ବୋଟରେ ଜାଲ ନେଇ ସକାଳୁ ମାଛ ଧରିବାକୁ ଯାଇଥିଲେ ବ୍ୟବସାୟୀ । ତେବେ ତାଙ୍କ ଜାଲରେ ପଡିଥିଲେ ପୁଳାଏ ମାଛ । ଏହି ମାଛ ସବୁରୁ ଦୁଇଟି ବୋଟରେ ଆଣିଥିଲେ ବେପାରୀ । ମାର୍କେଟ ଆଣି ଜାଳରୁ କାଢିବା ପରେ ଜଣାପଡିଥିଲା କେତେ ଓଜନର ମାଛ । ଏହି ୧୭ଟି ମାଛର ଦାମ ହେବ ପାଖାପାଖି ୧୮ ଲକ୍ଷ ଟଙ୍କା ।
ପାରାଦ୍ଵୀପ ୦୯/୦୪: ମାଛ କିଲୋ ୬୪୦୦ ଟଙ୍କା । ୧୭ ଟି ମାଛର ଦାମ ୧୮ ଲକ୍ଷ । ବୋଟରେ ପଡିଲା ୧୭ଟି ତେଲିଆ ବୋରେହି ମାଛ । ଦୁଇଟି ବୋଟରେ ପଡିଥିଲେ ୧୭ ଟି ତେଲିଆ ବୋରେହି ମାଛ । ନିଲାମ ପରେ ଦିଘା ପଠାଗଲା ଏହି ମାଛ ।
ଗୋଟିଏ ବୋଟରେ ୮ ଟି ଓ ଅନ୍ୟ ବୋଟରେ ୯ଟି ତେଲିଆ ବୋରେହି ପଡିଥିଲା । ଏହି ମାଛର ଅନ୍ତ ଓ ପୁଟ୍ଟିକୁ ମେଡିସିନ ପାଇଁ ବ୍ୟବହାର କରାଯାଇଥାଏ ।
ସୂଚନା ଥାଉକି, ବୋଟରେ ଜାଲ ନେଇ ସକାଳୁ ମାଛ ଧରିବାକୁ ଯାଇଥିଲେ ବ୍ୟବସାୟୀ । ତେବେ ତାଙ୍କ ଜାଲରେ ପଡିଥିଲେ ପୁଳାଏ ମାଛ । ଏହି ମାଛ ସବୁରୁ ଦୁଇଟି ବୋଟରେ ଆଣିଥିଲେ ବେପାରୀ । ମାର୍କେଟ ଆଣି ଜାଳରୁ କାଢିବା ପରେ ଜଣାପଡିଥିଲା କେତେ ଓଜନର ମାଛ । ଏହି ୧୭ଟି ମାଛର ଦାମ ହେବ ପାଖାପାଖି ୧୮ ଲକ୍ଷ ଟଙ୍କା ।