ବୋଲବମ ପାଣି ଉଠାଇବା ବେଳେ ଅଘଟଣ, ଗଡ଼ଗଡ଼ିଆ ଘାଟରେ ବୁଡିଗଲେ ଜଣେ

କଟକ : ବୋଲବମ ପାଣି ଉଠାଇବା ବେଳେ ଅଘଟଣ । କଟକ ଗଡ଼ଗଡ଼ିଆ ଘାଟ ନିକଟରେ ଘଟିଛି ଅଘଟଣ । ଜଣେ ଯୁବକ ପାଣି ଉଠାଉଥିବା ବେଳେ ବୁଡି ଯାଇଥିବା ସୂଚନା ମିଳିଛି । ଦୁଇ ଜଣ ବୁଡି ଯାଉଥିବା ବେଳେ ଜଣକୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଗଡ଼ଗଡ଼ିଆ କୂଳରେ ଅଗ୍ନିଶମ ବିଭାଗ ଦ୍ଵାରା ସର୍ଚ୍ଚ ଆରମ୍ଭ ହୋଇଛି । ଆସନ୍ତାକାଲି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଶ୍ରାବଣର ଦ୍ୱିତୀୟ ସୋମବାରରେ ମହାଦେଵଙ୍କ […] The post ବୋଲବମ ପାଣି ଉଠାଇବା ବେଳେ ଅଘଟଣ, ଗଡ଼ଗଡ଼ିଆ ଘାଟରେ ବୁଡିଗଲେ ଜଣେ appeared first on KNews Odisha.

ବୋଲବମ ପାଣି ଉଠାଇବା ବେଳେ ଅଘଟଣ, ଗଡ଼ଗଡ଼ିଆ ଘାଟରେ ବୁଡିଗଲେ ଜଣେ
kaudia

କଟକ : ବୋଲବମ ପାଣି ଉଠାଇବା ବେଳେ ଅଘଟଣ । କଟକ ଗଡ଼ଗଡ଼ିଆ ଘାଟ ନିକଟରେ ଘଟିଛି ଅଘଟଣ । ଜଣେ ଯୁବକ ପାଣି ଉଠାଉଥିବା ବେଳେ ବୁଡି ଯାଇଥିବା ସୂଚନା ମିଳିଛି । ଦୁଇ ଜଣ ବୁଡି ଯାଉଥିବା ବେଳେ ଜଣକୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଗଡ଼ଗଡ଼ିଆ କୂଳରେ ଅଗ୍ନିଶମ ବିଭାଗ ଦ୍ଵାରା ସର୍ଚ୍ଚ ଆରମ୍ଭ ହୋଇଛି । ଆସନ୍ତାକାଲି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଶ୍ରାବଣର ଦ୍ୱିତୀୟ ସୋମବାରରେ ମହାଦେଵଙ୍କ ନିକଟରେ ଜଳ ଲାଗି ନିମନ୍ତେ କଟକ ଗଡ଼ଗଡ଼ିଆ ଘାଟରେ ଶହ ଶହ କାଉଡ଼ିଆଙ୍କ ସମାଗମ ହୋଇଛି।

The post ବୋଲବମ ପାଣି ଉଠାଇବା ବେଳେ ଅଘଟଣ, ଗଡ଼ଗଡ଼ିଆ ଘାଟରେ ବୁଡିଗଲେ ଜଣେ appeared first on KNews Odisha.