ବୌଦ୍ଧରୁ ଆସିଥିବା ଦନ୍ତାା କପିଳାସ ପ୍ରାଣୀ ଉଦ୍ୟାନରେ ବୁଜିଲା ଆଖି
ଢେଙ୍କାନାଳ,୭।୧: ବୌଦ୍ଧ ଜିଲାରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତା ହାତୀକୁ ଶନିବାର ସକାଳେ ଏକ ହାଇୱା ଯୋଗେ କପିଳାସ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଥିଲା। ଉକ୍ତ ହାତୀଟିର ରବିବାର ମୃତ୍ୟୁ ଘଟିଛି। ହାତୀଟିର ବୟସ ୩୦ ରୁ ୩୫ ବର୍ଷ ମଧ୍ୟରେ ହେବ। ହାତୀଟିକୁ ଉଦ୍ଧାରକେନ୍ଦ୍ର ଭିତରେ ଥିବା ଏନ୍କ୍ଲୋଜରରେ ରଖାଯାଇଥିଲା। । ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାହାର ମୃତ୍ୟୁ ଘଟିଛି। The post ବୌଦ୍ଧରୁ ଆସିଥିବା ଦନ୍ତାା କପିଳାସ ପ୍ରାଣୀ ଉଦ୍ୟାନରେ ବୁଜିଲା ଆଖି appeared first on Dharitri Odia News.
ଢେଙ୍କାନାଳ,୭।୧: ବୌଦ୍ଧ ଜିଲାରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତା ହାତୀକୁ ଶନିବାର ସକାଳେ ଏକ ହାଇୱା ଯୋଗେ କପିଳାସ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଥିଲା। ଉକ୍ତ ହାତୀଟିର ରବିବାର ମୃତ୍ୟୁ ଘଟିଛି।
ହାତୀଟିର ବୟସ ୩୦ ରୁ ୩୫ ବର୍ଷ ମଧ୍ୟରେ ହେବ। ହାତୀଟିକୁ ଉଦ୍ଧାରକେନ୍ଦ୍ର ଭିତରେ ଥିବା ଏନ୍କ୍ଲୋଜରରେ ରଖାଯାଇଥିଲା। । ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାହାର ମୃତ୍ୟୁ ଘଟିଛି।
The post ବୌଦ୍ଧରୁ ଆସିଥିବା ଦନ୍ତାା କପିଳାସ ପ୍ରାଣୀ ଉଦ୍ୟାନରେ ବୁଜିଲା ଆଖି appeared first on Dharitri Odia News.