ପ୍ୟାରିସ ଅଲିମ୍ପିକ୍ସ: ସେମିଫାଇନାଲରେ ସ୍ଥାନ ପକ୍କା କଲେ ଭାରତୀୟ ରେସଲର ଅମନ ସେହରାୱତ
ନୂଆଦିଲ୍ଲୀ,୮।୮: ଭାରତୀୟ ରେସଲର ଅମନ ସେହରାୱତ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେ ଗୁରୁବାର ୫୭ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲରେ ଆଲବେନିଆର ଜେଲିମଖାନ ଏବକୋରଭଙ୍କୁ ପରାସ୍ତ କରିଛନ୍ତି। ଗୁରୁବାର ଭାରତର ଅଂଶୁ ମଲିକ ମଧ୍ୟ ପ୍ରତିଯୋଗିତାରେ ଓହ୍ଲାଇଥିଲେ।କିନ୍ତୁ ତାଙ୍କୁ ତାଙ୍କର ପ୍ରଥମ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଲା। କ୍ୱାର୍ଟର ଫାଇନାଲରେ ଆରମ୍ଭରୁ ଅମନ ସେହରାୱତ ଚମତ୍କାର ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଜେଲିମଖାନ ଏବକୋରଭଙ୍କ ଆଗରେ ଭାରି ପଡ଼ିଯାଇଥିଲେ ଏବଂ ୩-୦ […] The post ପ୍ୟାରିସ ଅଲିମ୍ପିକ୍ସ: ସେମିଫାଇନାଲରେ ସ୍ଥାନ ପକ୍କା କଲେ ଭାରତୀୟ ରେସଲର ଅମନ ସେହରାୱତ appeared first on Dharitri Odia News.
ନୂଆଦିଲ୍ଲୀ,୮।୮: ଭାରତୀୟ ରେସଲର ଅମନ ସେହରାୱତ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେ ଗୁରୁବାର ୫୭ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲରେ ଆଲବେନିଆର ଜେଲିମଖାନ ଏବକୋରଭଙ୍କୁ ପରାସ୍ତ କରିଛନ୍ତି। ଗୁରୁବାର ଭାରତର ଅଂଶୁ ମଲିକ ମଧ୍ୟ ପ୍ରତିଯୋଗିତାରେ ଓହ୍ଲାଇଥିଲେ।କିନ୍ତୁ ତାଙ୍କୁ ତାଙ୍କର ପ୍ରଥମ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଲା।
କ୍ୱାର୍ଟର ଫାଇନାଲରେ ଆରମ୍ଭରୁ ଅମନ ସେହରାୱତ ଚମତ୍କାର ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଜେଲିମଖାନ ଏବକୋରଭଙ୍କ ଆଗରେ ଭାରି ପଡ଼ିଯାଇଥିଲେ ଏବଂ ୩-୦ ପଏଣ୍ଟରେ ଆଗୁଆ ରହିଥିଲେ। ଏହିପରି ଭାବରେ ତାଙ୍କୁ ୮ ମାର୍କ ମିଳିଗଲା। ଅମନ ୮ ପଏଣ୍ଟ ପାଇବା ମାତ୍ରେ ଅମନଙ୍କ ଲିଡ ୧୧-୦ ହୋଇଗଲା। ଏହା ପରେ ତାଙ୍କୁ ବିଜେତା ଘୋଷିତ କରାଯାଇଥିଲା।
The post ପ୍ୟାରିସ ଅଲିମ୍ପିକ୍ସ: ସେମିଫାଇନାଲରେ ସ୍ଥାନ ପକ୍କା କଲେ ଭାରତୀୟ ରେସଲର ଅମନ ସେହରାୱତ appeared first on Dharitri Odia News.