ବୌଦ୍ଧରେ ଗଡିଲା ସୁଭଦ୍ରା ରଥ, ବିଧାୟକ କଲେ ଶୁଭାରମ୍ଭ
ବୌଦ୍ଧ ୦୮।୦୯: ବୌଦ୍ଧରେ ଗଡିଲା ସୁଭଦ୍ରା ରଥ । ରବିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସୁଭଦ୍ରା ଯୋଜନା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଶୁଭାରମ୍ଭ ହୋଇଛି। ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ଯୋଗଦେଇ ପତାକା ଦେଖାଇ ଏହି ରଥ କୁ ଶୁଭାରମ୍ଭ କରିଛନ୍ତି । ସମ୍ମାନିତ ଅତିଥି ଭାବେ କଣ୍ଟାମାଳ ବିଧାୟକ କଂହେଇ ଚରଣ ଡାଙ୍ଗ ଯୋଗଦେଇଥିଲେ । ଏହି ରଥ ଗାଁ ଠାରୁ ଆରମ୍ଭ କରି ସହର ପ୍ରତ୍ୟେକ ଗଳି ରେ ବୁଲି ଲୋକଙ୍କୁ ସଚେତନ କରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏ ନେଇ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି
ବୌଦ୍ଧ ୦୮।୦୯: ବୌଦ୍ଧରେ ଗଡିଲା ସୁଭଦ୍ରା ରଥ । ରବିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସୁଭଦ୍ରା ଯୋଜନା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଶୁଭାରମ୍ଭ ହୋଇଛି। ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ଯୋଗଦେଇ ପତାକା ଦେଖାଇ ଏହି ରଥ କୁ ଶୁଭାରମ୍ଭ କରିଛନ୍ତି ।
ସମ୍ମାନିତ ଅତିଥି ଭାବେ କଣ୍ଟାମାଳ ବିଧାୟକ କଂହେଇ ଚରଣ ଡାଙ୍ଗ ଯୋଗଦେଇଥିଲେ । ଏହି ରଥ ଗାଁ ଠାରୁ ଆରମ୍ଭ କରି ସହର ପ୍ରତ୍ୟେକ ଗଳି ରେ ବୁଲି ଲୋକଙ୍କୁ ସଚେତନ କରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏ ନେଇ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି