Duleep Trophy 2024 : ଗୁରୁବାରଠୁ ଏହି ଘରୋଇ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ପ୍ରଦର୍ଶନ ଭିତ୍ତିରେ ସିନିୟର ଟିମ୍‌ରେ ଚୟନ

ମୁମ୍ବାଇ ୦୫।୦୯ : ଗୁରୁବାର ଠାରୁ ଆରମ୍ଭ ହେଉଛି ଦୁଲୀପ ଟ୍ରଫି । ଯେଉଁଥିରେ ଟିମ୍‌ ଇଣ୍ଡିଆର ଅନେକ ଯୁବ ଖେଳାଳିଙ୍କୁ ଚୟନ କରି ୪ଟି ଟିମ୍‌ରେ ବଣ୍ଟାଯାଇଛି । ପ୍ରତି ଟିମ୍‌ରେ ୧୫ ଜଣ ଲେଖାଏଁ ଖେଳାଳିଙ୍କ ଚୟନ କରାଯାଇଛି । ଯାହା ଆଗାମୀ ଦିନରେ ଉଭୟ ଉଭୟଙ୍କ ମଧ୍ୟରେ ମ୍ୟାଚ୍‌ ଖେଳିବେ । ପୂର୍ବରୁ ଦୁଲୀପ ଟ୍ରଫି ପାଇଁ ୬ଟି ଜୋନାଲ୍‌ ଟିମ୍‌ରେ ଖେଳାଳିଙ୍କ ଚୟନ କରାଯାଏ । କିନ୍ତୁ ଏଥର ଏହି ଘରୋଇ ଟୁର୍ଣ୍ଣାମେଣ୍ଟ ଲାଗି ୪ଟି ଟିମ୍‌ ଚୟନ କରାଯାଇଛି । ଯେଉଁଥିରେ ଟିମ୍‌ ‘A’, ଟିମ୍‌ ‘B’, ଟିମ୍‌ ‘C’, ଟିମ୍‌ ‘D’ ରହିଛି । ପ୍ରତି ଦଳରେ ୧୫ ଜଣ ଲେଖାଏଁ ଖେଳାଳିଙ୍କୁ ଚୟନ କରାଯାଇଛି । ଗୁରୁବାର ଠାରୁ ବେଙ୍ଗାଲୁରୁର ଚିନ୍ନସ୍ୱାମୀ ଷ୍ଟାଡିୟମ୍‌ରେ ଖେଳାଯିବ ଏହି ଘରୋଇ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ । ଏହାପରେ କିଛି ମ୍ୟାଚ୍‌ ଆନ୍ଧ୍ରପ୍ରଦେଶର ଅନନ୍ତପୁରେ ରହିଛି ମ୍ୟାଚ୍‌ । ମ୍ୟାଚ୍‌ର ସିଧା ପ୍ରସାରଣ ସ୍ପୋର୍ଟସ ୧୮ରେ ହେବେ । ଏହାସହିତ ଜିଓ ସିନେମାରେ ମଧ୍ୟ ହେବ ଦୁଲୀପ ଟ୍ରଫିର ସମସ୍ତ ମ୍ୟାଚ୍‌ ସିଧାପ୍ରସାରଣ।ଇଣ୍ଡିଆ  ‘A’ ଟିମ୍‌ : ଶୁଭମନ୍‌ ଗିଲ୍‌ (ଅଧିନାୟକ), ମୟଙ୍କ ଅଗ୍ରଓ୍ୱାଲ୍‌, ରିୟାନ୍‌ ପରାଗ୍‌, ଧ୍ରୁବ୍‌ ଜୁରେଲ୍‌ (ଓ୍ୱିକେଟ୍‌ କିପର), କେଏଲ୍‌ ରାହୁଲ୍‌, ତିଲକ ବର୍ମା, ଶିଭମ୍‌ ଦୁବେ, ତଲୁଶ କାଟିଆନ୍‌, କୁଳଦୀପ ଯାଦବ, ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା, ଖଲିଲ ଅହମ୍ମଦ, ଆଭେଷ ଖାନ୍‌, ବିଦଶ୍ୟ କାବେର

Duleep Trophy 2024 : ଗୁରୁବାରଠୁ ଏହି ଘରୋଇ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ପ୍ରଦର୍ଶନ ଭିତ୍ତିରେ ସିନିୟର ଟିମ୍‌ରେ ଚୟନ

ମୁମ୍ବାଇ ୦୫।୦୯ : ଗୁରୁବାର ଠାରୁ ଆରମ୍ଭ ହେଉଛି ଦୁଲୀପ ଟ୍ରଫି । ଯେଉଁଥିରେ ଟିମ୍‌ ଇଣ୍ଡିଆର ଅନେକ ଯୁବ ଖେଳାଳିଙ୍କୁ ଚୟନ କରି ୪ଟି ଟିମ୍‌ରେ ବଣ୍ଟାଯାଇଛି । ପ୍ରତି ଟିମ୍‌ରେ ୧୫ ଜଣ ଲେଖାଏଁ ଖେଳାଳିଙ୍କ ଚୟନ କରାଯାଇଛି । ଯାହା ଆଗାମୀ ଦିନରେ ଉଭୟ ଉଭୟଙ୍କ ମଧ୍ୟରେ ମ୍ୟାଚ୍‌ ଖେଳିବେ । 

ପୂର୍ବରୁ ଦୁଲୀପ ଟ୍ରଫି ପାଇଁ ୬ଟି ଜୋନାଲ୍‌ ଟିମ୍‌ରେ ଖେଳାଳିଙ୍କ ଚୟନ କରାଯାଏ । କିନ୍ତୁ ଏଥର ଏହି ଘରୋଇ ଟୁର୍ଣ୍ଣାମେଣ୍ଟ ଲାଗି ୪ଟି ଟିମ୍‌ ଚୟନ କରାଯାଇଛି । ଯେଉଁଥିରେ ଟିମ୍‌ ‘A’, ଟିମ୍‌ ‘B’, ଟିମ୍‌ ‘C’, ଟିମ୍‌ ‘D’ ରହିଛି । ପ୍ରତି ଦଳରେ ୧୫ ଜଣ ଲେଖାଏଁ ଖେଳାଳିଙ୍କୁ ଚୟନ କରାଯାଇଛି । ଗୁରୁବାର ଠାରୁ ବେଙ୍ଗାଲୁରୁର ଚିନ୍ନସ୍ୱାମୀ ଷ୍ଟାଡିୟମ୍‌ରେ ଖେଳାଯିବ ଏହି ଘରୋଇ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ । ଏହାପରେ କିଛି ମ୍ୟାଚ୍‌ ଆନ୍ଧ୍ରପ୍ରଦେଶର ଅନନ୍ତପୁରେ ରହିଛି ମ୍ୟାଚ୍‌ । ମ୍ୟାଚ୍‌ର ସିଧା ପ୍ରସାରଣ ସ୍ପୋର୍ଟସ ୧୮ରେ ହେବେ । ଏହାସହିତ ଜିଓ ସିନେମାରେ ମଧ୍ୟ ହେବ ଦୁଲୀପ ଟ୍ରଫିର ସମସ୍ତ ମ୍ୟାଚ୍‌ ସିଧାପ୍ରସାରଣ।

ଇଣ୍ଡିଆ  ‘A’ ଟିମ୍‌ : ଶୁଭମନ୍‌ ଗିଲ୍‌ (ଅଧିନାୟକ), ମୟଙ୍କ ଅଗ୍ରଓ୍ୱାଲ୍‌, ରିୟାନ୍‌ ପରାଗ୍‌, ଧ୍ରୁବ୍‌ ଜୁରେଲ୍‌ (ଓ୍ୱିକେଟ୍‌ କିପର), କେଏଲ୍‌ ରାହୁଲ୍‌, ତିଲକ ବର୍ମା, ଶିଭମ୍‌ ଦୁବେ, ତଲୁଶ କାଟିଆନ୍‌, କୁଳଦୀପ ଯାଦବ, ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା, ଖଲିଲ ଅହମ୍ମଦ, ଆଭେଷ ଖାନ୍‌, ବିଦଶ୍ୟ କାବେରପ୍ପା, କୁମାର କୁଶାଗ୍ରା, ଶାସ୍ୱତ ରାଓ୍ୱତ । 

ଇଣ୍ଡିଆ  ‘B’ ଟିମ୍‌ : ଅଭିମନ୍ୟୁ ଇଶ୍ୱରମ୍‌ (ଅଧିନାୟକ), ଯଶସ୍ୱୀ ଜୈସ୍ୱାଲ୍‌, ସରଫରାଜ ଖାନ୍‌, ରିଷଭ ପନ୍ଥ (ଓ୍ୱିକେଟ୍‌ କିପର), ମୁସିର ଖାନ୍‌, ନୀତିଶ କୁମାର ରେଡ୍ଡି, ଓ୍ୱିସିଂଟନ୍‌ ସୁନ୍ଦର, ନବଦୀପ୍‌ ସାଇନି, ୟସ ଦୟାଲ, ମୁକେଶ କୁମାର, ରାହୁଲ ଚହର, ଆର୍‌ ସାଇ କିଶୋର, ମୋହିତ ଅବସ୍ତି, ଏନ୍‌ ଜଗଦୀସନ ।

ଇଣ୍ଡିଆ  ‘C’ ଟିମ୍‌ : ରୁତୁରାଜ୍‌ ଗାଏକ୍‌ଓ୍ୱାଡ୍‌ ( ଅଧିନାୟକ), ସାଇ ସୁଦର୍ଶନ, ରଜତ ପାଟିଦାର, ଅଭିଷେକ ପାରେଲ୍‌ (ଓ୍ୱିକେଟ୍‌ କିପର), ସୁର୍ଯ୍ୟକୁମାର ଯାଦବ, ବି ଇନ୍ଦ୍ରଜୀତ୍‌, ରିତିକ ସୌକିନ୍‌, ମାନବ ସୁଥାର, ଗୌରବ ଯାଦବ, ବିଶାକ ବିଜୟକୁମାର, ଅଂଶୁଲ୍ ଖମ୍ବୋଜ୍‌, ହିମାଂଶୁ ଚୌହ୍ୱାନ୍‌, ମୟଙ୍କ ମାର୍କେଣ୍ଡ, ଆର୍ଯ୍ୟନ ଜୁୟାଲ, ସନ୍ଦୀପ ଓ୍ୱାରିୟର ।

ଇଣ୍ଡିଆ  ‘D’ ଟିମ୍‌ : ଶ୍ରେୟସ ଆୟର (ଅଧିନାୟକ), ଆର୍ଥବ ତାୟଡେ, ୟଶ ଦୁବେ, ଦେବଦତ୍ତ ପାଡିକଲ୍‌, ଇଶାନ୍‌ କିଶାନ (ଓ୍ୱିକେଟ୍‌ କିପର), ରିକୀ ଭୁଇ, ସାରାଂଶ ଜୈନ, ଅକ୍ଷର ପଟେଲ୍‌, ଅର୍ଶଦୀପ ସିଂହ, ଆଦିତ୍ୟ ଠାକରେ, ହାର୍ଷିତ ରାଣା, ତୁଷାର ଦେଶପାଣ୍ଡେ, ଆକାଶ ସେନ୍‌ଗୁପ୍ତା, କେଏସ୍‌ ଭରତ, ସୌରଭ କୁମାର ।