ବ୍ରଡକାଷ୍ଟିଂ ବିଲ୍‌ ବଦଳିବ

ନୂଆଦିଲ୍ଲୀ,୧୩ା୮: ବ୍ରଡକାଷ୍ଟିଂ ସର୍ଭିସେସ୍‌ ରେଗୁଲେଶନ ବିଲ୍‌କୁ ବିଭିନ୍ନ ମହଲରୁ ସମାଲୋଚନା କରାଯିବା ପରେ ସାନି ଚିଠା ବିଲ୍‌ ପ୍ରସ୍ତୁତ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏନେଇ ବିଚାରବିମର୍ଶ ଚାଲିଥିବା କେନ୍ଦ୍ର ସୂଚନା ଦେଇଛି। ବ୍ରଡ୍‌କାଷ୍ଟିଂ ବିଲ୍‌ର କେତେକ ବ୍ୟବସ୍ଥାକୁ ନେଇ ଅନ୍‌ଲାଇନ କଣ୍ଟେଣ୍ଟ କ୍ରିଏଟରମାନେ ଚିନ୍ତାବ୍ୟକ୍ତ କରିଥିଲେ। କାରଣ ଅନ୍‌ଲାଇନ କଣ୍ଟେଣ୍ଟଗୁଡ଼ିକୁ ଡିଜିଟାଲ ନ୍ୟୁଜ୍‌ ଭାବେ ନିଆଯାଇ କଣ୍ଟେଣ୍ଟ ଏବଂ ବିଜ୍ଞାପନ ନିୟମ ପରିସରକୁ ଆଣିବା ନିମନ୍ତେ ବିଲ୍‌ରେ ବ୍ୟବସ୍ଥା ରହିଥିଲା। The post ବ୍ରଡକାଷ୍ଟିଂ ବିଲ୍‌ ବଦଳିବ appeared first on Dharitri Odia News.

ବ୍ରଡକାଷ୍ଟିଂ ବିଲ୍‌ ବଦଳିବ

ନୂଆଦିଲ୍ଲୀ,୧୩ା୮: ବ୍ରଡକାଷ୍ଟିଂ ସର୍ଭିସେସ୍‌ ରେଗୁଲେଶନ ବିଲ୍‌କୁ ବିଭିନ୍ନ ମହଲରୁ ସମାଲୋଚନା କରାଯିବା ପରେ ସାନି ଚିଠା ବିଲ୍‌ ପ୍ରସ୍ତୁତ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏନେଇ ବିଚାରବିମର୍ଶ ଚାଲିଥିବା କେନ୍ଦ୍ର ସୂଚନା ଦେଇଛି। ବ୍ରଡ୍‌କାଷ୍ଟିଂ ବିଲ୍‌ର କେତେକ ବ୍ୟବସ୍ଥାକୁ ନେଇ ଅନ୍‌ଲାଇନ କଣ୍ଟେଣ୍ଟ କ୍ରିଏଟରମାନେ ଚିନ୍ତାବ୍ୟକ୍ତ କରିଥିଲେ। କାରଣ ଅନ୍‌ଲାଇନ କଣ୍ଟେଣ୍ଟଗୁଡ଼ିକୁ ଡିଜିଟାଲ ନ୍ୟୁଜ୍‌ ଭାବେ ନିଆଯାଇ କଣ୍ଟେଣ୍ଟ ଏବଂ ବିଜ୍ଞାପନ ନିୟମ ପରିସରକୁ ଆଣିବା ନିମନ୍ତେ ବିଲ୍‌ରେ ବ୍ୟବସ୍ଥା ରହିଥିଲା।

The post ବ୍ରଡକାଷ୍ଟିଂ ବିଲ୍‌ ବଦଳିବ appeared first on Dharitri Odia News.