ବ୍ରହ୍ମପୁରରୁ ଓ୍ବାୟନାଡ ଗଲା ସନ୍ଧାନୀ କୁକୁର ଷ୍ଟର୍ମ, ପାଣିରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜି ବାହାର କରିବ

ବ୍ରହ୍ମପୁର ୪।୮: କେରଳ ୱାୟନାଡ଼ରେ ଭୟଙ୍କର ଭୁସ୍ଖଳନ ଯୋଗୁଁ ନିଖୋଜଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବ ଷ୍ଟର୍ମ । ବ୍ରହ୍ମପୁରରୁ କେରଳ ଓ୍ବାୟନାଡ ଗଲା ସନ୍ଧାନୀ କୁକୁର ଷ୍ଟର୍ମ । ବ୍ରହ୍ମପୁର ପୋଲିସ ଜିଲ୍ଲାର ସନ୍ଧାନୀ କୁକୁର ଷ୍ଟର୍ମ ସହ ତିନି ଜଣ କର୍ମଚାରୀ କେରଳ ଗସ୍ତ କରିଛନ୍ତି ।ଓଡିଶା ପୋଲିସର କେବଳ ଗୋଟିଏ ମାତ୍ର ସନ୍ଧନୀ କୁକୁର ଥିବା ବେଳେ ଓଡିଶା ପୋଲିସ କେରଳର ଉଦ୍ଧାରକାରୀ ଟିମ୍‌କୁ ସହଯୋଗର ହାତ ବଢ଼ାଇଛନ୍ତି । ଏହି ସନ୍ଧାନୀ କୁକୁର ପାଣିରେ ରହିଥିବା ବା ନିଖୋଜ ଥିବା ମଣିଷକୁ ଶୁଙ୍ଘି ଖୋଜି ବାହାର କରିବାରେ ସକ୍ଷମ ହୋଇପାରିବ ।You Can Read:ଚାଷ ଜମିକୁ ଯାଉଥିଲେ ଯୁବକ, ପଡିଗଲେ ଭାଲୁ ହାବୁଡରେ

ବ୍ରହ୍ମପୁରରୁ ଓ୍ବାୟନାଡ ଗଲା ସନ୍ଧାନୀ କୁକୁର ଷ୍ଟର୍ମ, ପାଣିରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜି ବାହାର କରିବ

ବ୍ରହ୍ମପୁର ୪କେରଳ ୱାୟନାଡ଼ରେ ଭୟଙ୍କର ଭୁସ୍ଖଳନ ଯୋଗୁଁ ନିଖୋଜଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବ ଷ୍ଟର୍ମ । ବ୍ରହ୍ମପୁରରୁ କେରଳ ଓ୍ବାୟନାଡ ଗଲା ସନ୍ଧାନୀ କୁକୁର ଷ୍ଟର୍ମ । ବ୍ରହ୍ମପୁର ପୋଲିସ ଜିଲ୍ଲାର ସନ୍ଧାନୀ କୁକୁର ଷ୍ଟର୍ମ ସହ ତିନି ଜଣ କର୍ମଚାରୀ କେରଳ ଗସ୍ତ କରିଛନ୍ତି ।

ଓଡିଶା ପୋଲିସର କେବଳ ଗୋଟିଏ ମାତ୍ର ସନ୍ଧନୀ କୁକୁର ଥିବା ବେଳେ ଓଡିଶା ପୋଲିସ କେରଳର ଉଦ୍ଧାରକାରୀ ଟିମ୍‌କୁ ସହଯୋଗର ହାତ ବଢ଼ାଇଛନ୍ତି । ଏହି ସନ୍ଧାନୀ କୁକୁର ପାଣିରେ ରହିଥିବା ବା ନିଖୋଜ ଥିବା ମଣିଷକୁ ଶୁଙ୍ଘି ଖୋଜି ବାହାର କରିବାରେ ସକ୍ଷମ ହୋଇପାରିବ ।

You Can Read:

ଚାଷ ଜମିକୁ ଯାଉଥିଲେ ଯୁବକ, ପଡିଗଲେ ଭାଲୁ ହାବୁଡରେ