ବ୍ରାଦ୍ମଣୀ ଘାଟରେ ଅଘଟଣ, ମହିଳାଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡା : ମହିଳାଙ୍କୁ ଟାଣିନେଲା କୁମ୍ଭୀର ।  ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ ।  ମହିଳା ଜଣଙ୍କ ଶୈଚ ହେବାକୁ ବ୍ରାଦ୍ମଣୀ ନଦୀକୁ ଯାଇଥିଲେ ।  ଆଉ ଏହି ସମୟରେ ହଠାତ ଘଟିଯାଇଥିଲା ଅଘଟଣ ।  ମହିଳା ଜଣଙ୍କୁ କୁମ୍ଭୀର ପାଣି ଭିତରକୁ ଟାଣିନେଲା । ପଟ୍ଟାମୁଣ୍ଡାଇ ବ୍ଲକ ଆଲପୁଆ ନିକଟରେ ଏହି ଘଟଣା ଘଟିଛି ।  ତେବେ ମହିଳା ଜଣଙ୍କ ପରିଚୟ ମିଳିପାରିନାହିଁ ।  ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି […] The post ବ୍ରାଦ୍ମଣୀ ଘାଟରେ ଅଘଟଣ, ମହିଳାଙ୍କୁ ଟାଣିନେଲା କୁମ୍ଭୀର appeared first on KNews Odisha.

ବ୍ରାଦ୍ମଣୀ ଘାଟରେ ଅଘଟଣ, ମହିଳାଙ୍କୁ ଟାଣିନେଲା କୁମ୍ଭୀର
CROCODILE

କେନ୍ଦ୍ରାପଡା : ମହିଳାଙ୍କୁ ଟାଣିନେଲା କୁମ୍ଭୀର ।  ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ ।  ମହିଳା ଜଣଙ୍କ ଶୈଚ ହେବାକୁ ବ୍ରାଦ୍ମଣୀ ନଦୀକୁ ଯାଇଥିଲେ ।  ଆଉ ଏହି ସମୟରେ ହଠାତ ଘଟିଯାଇଥିଲା ଅଘଟଣ ।  ମହିଳା ଜଣଙ୍କୁ କୁମ୍ଭୀର ପାଣି ଭିତରକୁ ଟାଣିନେଲା । ପଟ୍ଟାମୁଣ୍ଡାଇ ବ୍ଲକ ଆଲପୁଆ ନିକଟରେ ଏହି ଘଟଣା ଘଟିଛି ।  ତେବେ ମହିଳା ଜଣଙ୍କ ପରିଚୟ ମିଳିପାରିନାହିଁ ।  ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

The post ବ୍ରାଦ୍ମଣୀ ଘାଟରେ ଅଘଟଣ, ମହିଳାଙ୍କୁ ଟାଣିନେଲା କୁମ୍ଭୀର appeared first on KNews Odisha.