ବ୍ରାହ୍ମଣୀପାଲି ଠାରେ ଚିନିମହୁଲ ଗୁଡ଼ି ସ୍ତରିର ଅଗ୍ରିଆ ସମାଜର ବୈଠକ ଅନୁଷ୍ଠିତ
ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ବ୍ରାହ୍ମଣୀପାଲି ଠାରେ ଚିନିମହୁଲ ସ୍ତରୀୟ ଆଗ୍ରିଆ ଗୁଡ଼ି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଚିନୀମହୁଲ ଗୁଡ଼ି ଅନ୍ତର୍ଗତ କୁତବ୍ ବଡରମl, ବିଶାଳପାଲି, ଅମଲlଙ୍ଗ, ବନ୍ଧlଭୁଇଁ, ଷଣ୍ଢପଥର୍, ଚିନିମହୁଲ୍, ଲଦୋପଡା, କୁଆଗୁଲା, କେନ୍ଦେଇମlଲ୍, ଟିକିବl, ଅର୍ଡlପlଲ୍, ବ୍ରlହ୍ମନିପାଲି, ବଡ଼ଖଲିଆ ଆଦି ୧୪ ଟି ଆଗ୍ରିଆ ଗାଁର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ବାର୍ଷିକ ବିବରଣୀ ପାଠ କରାଗଲା। ସଭାରେ ସରୋଜ ପଟେଲ ଅଧ୍ୟକ୍ଷତା କରି ଥିବା ବେଳେ […] The post ବ୍ରାହ୍ମଣୀପାଲି ଠାରେ ଚିନିମହୁଲ ଗୁଡ଼ି ସ୍ତରିର ଅଗ୍ରିଆ ସମାଜର ବୈଠକ ଅନୁଷ୍ଠିତ appeared first on Odisha.News.

ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ବ୍ରାହ୍ମଣୀପାଲି ଠାରେ ଚିନିମହୁଲ ସ୍ତରୀୟ ଆଗ୍ରିଆ ଗୁଡ଼ି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଚିନୀମହୁଲ ଗୁଡ଼ି ଅନ୍ତର୍ଗତ କୁତବ୍ ବଡରମl, ବିଶାଳପାଲି, ଅମଲlଙ୍ଗ, ବନ୍ଧlଭୁଇଁ, ଷଣ୍ଢପଥର୍, ଚିନିମହୁଲ୍, ଲଦୋପଡା, କୁଆଗୁଲା, କେନ୍ଦେଇମlଲ୍, ଟିକିବl, ଅର୍ଡlପlଲ୍, ବ୍ରlହ୍ମନିପାଲି, ବଡ଼ଖଲିଆ ଆଦି ୧୪ ଟି ଆଗ୍ରିଆ ଗାଁର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ବାର୍ଷିକ ବିବରଣୀ ପାଠ କରାଗଲା। ସଭାରେ ସରୋଜ ପଟେଲ ଅଧ୍ୟକ୍ଷତା କରି ଥିବା ବେଳେ ବାର୍ଷିକ ଆୟବ୍ୟୟର ବିବରଣୀ ଲୋକେଶ ଚୌଧରୀ ଉପସ୍ଥାପନ କରିଥିଲେ। ଆଗାମୀ ୮୪ ଘର ଅଗ୍ରିଆ ସମାଜର ମହl ସମ୍ବେଳନ ସୁନ୍ଦରଗଡ ଜିଲ୍ଲା ସବଡେଗା ଠାରେ ଆଗାମୀ ୧୪ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଏହାର ପ୍ରସ୍ତୁତି ନେଇ ଏହି ବୈଠକ ରେ ଆଲୋଚନା କରାଗଲା। ଚିନି ହୁଲ ରେ ଅଗ୍ରୀଆ ଭବନ ନିର୍ମାଣ ପାଇଁ ନିଧି ସଂଗ୍ରହ ଉପରେ ଆଲୋକପlତ କରାଗଲା। ବୈଠକ ରେ କୁସୁମୀ ଗୁଡ଼ିରୁ ବିଭୂତି କଲ୍ୟାଣ ପଟେଲ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହି ସଙ୍ଗଠନ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ଆଗାମୀ ଦିନରେ ସଙ୍ଗଠନ କୁ ତୃଣମୂଳ ସ୍ତରରେ ଆହୁରି ମଜବୁତ୍ କରିବା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ଶେଷ ରେ ଅରବିନ୍ଦ ନାୟକ ଧନ୍ୟବାଦ ଦେଇ ସଭା ସାଙ୍ଗ ହୋଇଥିଲା।
The post ବ୍ରାହ୍ମଣୀପାଲି ଠାରେ ଚିନିମହୁଲ ଗୁଡ଼ି ସ୍ତରିର ଅଗ୍ରିଆ ସମାଜର ବୈଠକ ଅନୁଷ୍ଠିତ appeared first on Odisha.News.