ବ୍ରାହ୍ମଣୀରେ ବୁଡିଗଲେ ୩ ସାଙ୍ଗ : ମିଳିଲା ଜଣଙ୍କ ମୃତଦେହ, ଜଣେ ନିଖୋଜ ବେଳେ ଜଣେ ଉଦ୍ଧାର

ରାଉରକେଲା ୪।୫: ବ୍ରାହ୍ମଣୀରେ ବୁଡିଗଲେ ତିନି ସାଙ୍ଗ । ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ ଜଣେ ନିଖୋଜ ଥିବାବେଳେ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ତରକେରା ଡ୍ୟାମ୍‌ରେ ଗାଧୋଇବା ସମୟରେ ୩ ସାଙ୍ଗ ବୁଡ଼ିଯାଇଥିଲେ । ତିନି ସାଙ୍ଗ ସାଙ୍ଗହୋଇ ଗାଧୋଇବାକୁ ଯାଇଥିଲେ । ରାଉରକେଲା ଅଞ୍ଚଳରେ ତିନି ସାଙ୍ଗ ।You Can Read :ଜୟପୁର ଓ କୋଟପାଡ଼ରେ ପୋଷ୍ଟାଲ ବାଲଟ୍ ମତଦାନ ଆରମ୍ଭ

ବ୍ରାହ୍ମଣୀରେ ବୁଡିଗଲେ ୩ ସାଙ୍ଗ : ମିଳିଲା ଜଣଙ୍କ ମୃତଦେହ, ଜଣେ ନିଖୋଜ ବେଳେ ଜଣେ ଉଦ୍ଧାର

ରାଉରକେଲା ୪।୫: ବ୍ରାହ୍ମଣୀରେ ବୁଡିଗଲେ ତିନି ସାଙ୍ଗ । ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ ଜଣେ ନିଖୋଜ ଥିବାବେଳେ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ତରକେରା ଡ୍ୟାମ୍‌ରେ ଗାଧୋଇବା ସମୟରେ ୩ ସାଙ୍ଗ ବୁଡ଼ିଯାଇଥିଲେ । ତିନି ସାଙ୍ଗ ସାଙ୍ଗହୋଇ ଗାଧୋଇବାକୁ ଯାଇଥିଲେ । ରାଉରକେଲା ଅଞ୍ଚଳରେ ତିନି ସାଙ୍ଗ ।

You Can Read :

ଜୟପୁର ଓ କୋଟପାଡ଼ରେ ପୋଷ୍ଟାଲ ବାଲଟ୍ ମତଦାନ ଆରମ୍ଭ