ବ୍ରେକ୍ଅପ୍ ପରେ ତାରାଙ୍କୁ ମିଳିଲା ଡ୍ରିମ୍ ବୟ, ଦେଢ ବର୍ଷ ହେବ କରୁଛନ୍ତି ସିକ୍ରେଟ୍ ଡେଟ୍
ବଲିଉଡ୍ ଅଭିନେତ୍ରୀ ତାରା ସୁତାରିଆ । ପ୍ରୋଫେଶନାଲ ଅପେକ୍ଷା ପର୍ସନାଲ ଲାଇଫ୍କୁ ନେଇ ଖୁବ୍ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କର ଲଭ ଲାଇଫ୍କୁ ପାଇଁ ଲାଇମ୍ ଲାଇଟ୍ରେ ଥିଲେ। ୨୦୨୨ରେ ତାରା ଏବଂ ଆଦାର ଜୈନ ବ୍ରେକ୍ଅପ କରିଥିଲେ । ଏହା ପରେ ଅଭିନେତ୍ରୀଙ୍କୁ ଡିପ୍ରେସ ହୋଇଯାଇଥିଲେ। କିନ୍ତୁ ବର୍ତ୍ତମାନ ତାରା ତାଙ୍କ ଜୀବନରେ ଆଗକୁ ବଢିଛନ୍ତି । ତାଙ୍କୁ ଏବେ ତାଙ୍କ ଡ୍ରିମ୍ ବୟ ମିଳିଥିବାର କୁହାଯାଉଛି। ନିକଟରେ ଶୁଣିବାକୁ ମିଳିଥିଲା କି ତାରା ସୂତରିଆ ଅଭିନେତା ଅରୁଣୋଦୟ ସିଂଙ୍କୁ ଡେଟ୍ କରୁଛନ୍ତି। କହିବାକୁ ଗଲେ ଅରୁଣୋଦୟ ସିଂ ଛାଡପତ୍ର ହୋଇ ସାରିଛି । ୨୦୧୯ ମସିହାରେ ତାଙ୍କ ପତ୍ନୀ ଲି ଆନ୍ ଏଲଟନ୍ଙ୍କ ଠାରୁ ଛାଡପତ୍ର ନେଇଥିଲେ ଏବଂ ସେହି ଦିନଠାରୁ ସେ ସିଙ୍ଗଲ ଲାଇଫ୍ ବଞ୍ଚୁଛନ୍ତି। କୁହାଯାଉଛି କି ଗତ ଦେଢ ବର୍ଷ ଧରି ତାରା ଏବଂ ଅରୁଣୋଦୟ ପରସ୍ପରକୁ ଡେଟ୍ କରୁଛନ୍ତି । ଉଭୟ ପ୍ରାୟତଃ ଏକାଠି ଡେଟ୍ରେ ଯାଉଥିବାର ସ୍ପଟ୍ ହୋଇଛନ୍ତି । ତାରାଙ୍କ ପରିବାର ମଧ୍ୟ ଅରୁଣୋଦୟଙ୍କୁ ବହୁତ ପସନ୍ଦ କରନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତାରା କିମ୍ବା ଅରୁଣୋଦୟ ସେମାନଙ୍କ ସମ୍ପର୍କକୁ ନେଇ ମୁହଁ ନାହାଁନ୍ତି। ଦୁହେଁ ସେମାନଙ୍କ ସମ୍ପର୍କକୁ ସିକ୍ରେଟ୍ ରଖିବାକୁ ଚାହୁଁଛନ୍ତି । ତାରା ସୂତରିଆ ଏବଂ ଅରୁଣୋଦ ସିଂ ଡେଟିଂ ଖବର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କହିବାକୁ ଗଲେ ଅରୁଣୋଦୟ ସିଂ ମଧ୍ୟପ୍ରଦେଶର
ବଲିଉଡ୍ ଅଭିନେତ୍ରୀ ତାରା ସୁତାରିଆ । ପ୍ରୋଫେଶନାଲ ଅପେକ୍ଷା ପର୍ସନାଲ ଲାଇଫ୍କୁ ନେଇ ଖୁବ୍ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କର ଲଭ ଲାଇଫ୍କୁ ପାଇଁ ଲାଇମ୍ ଲାଇଟ୍ରେ ଥିଲେ। ୨୦୨୨ରେ ତାରା ଏବଂ ଆଦାର ଜୈନ ବ୍ରେକ୍ଅପ କରିଥିଲେ । ଏହା ପରେ ଅଭିନେତ୍ରୀଙ୍କୁ ଡିପ୍ରେସ ହୋଇଯାଇଥିଲେ। କିନ୍ତୁ ବର୍ତ୍ତମାନ ତାରା ତାଙ୍କ ଜୀବନରେ ଆଗକୁ ବଢିଛନ୍ତି । ତାଙ୍କୁ ଏବେ ତାଙ୍କ ଡ୍ରିମ୍ ବୟ ମିଳିଥିବାର କୁହାଯାଉଛି।

ନିକଟରେ ଶୁଣିବାକୁ ମିଳିଥିଲା କି ତାରା ସୂତରିଆ ଅଭିନେତା ଅରୁଣୋଦୟ ସିଂଙ୍କୁ ଡେଟ୍ କରୁଛନ୍ତି। କହିବାକୁ ଗଲେ ଅରୁଣୋଦୟ ସିଂ ଛାଡପତ୍ର ହୋଇ ସାରିଛି । ୨୦୧୯ ମସିହାରେ ତାଙ୍କ ପତ୍ନୀ ଲି ଆନ୍ ଏଲଟନ୍ଙ୍କ ଠାରୁ ଛାଡପତ୍ର ନେଇଥିଲେ ଏବଂ ସେହି ଦିନଠାରୁ ସେ ସିଙ୍ଗଲ ଲାଇଫ୍ ବଞ୍ଚୁଛନ୍ତି। କୁହାଯାଉଛି କି ଗତ ଦେଢ ବର୍ଷ ଧରି ତାରା ଏବଂ ଅରୁଣୋଦୟ ପରସ୍ପରକୁ ଡେଟ୍ କରୁଛନ୍ତି । ଉଭୟ ପ୍ରାୟତଃ ଏକାଠି ଡେଟ୍ରେ ଯାଉଥିବାର ସ୍ପଟ୍ ହୋଇଛନ୍ତି । ତାରାଙ୍କ ପରିବାର ମଧ୍ୟ ଅରୁଣୋଦୟଙ୍କୁ ବହୁତ ପସନ୍ଦ କରନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତାରା କିମ୍ବା ଅରୁଣୋଦୟ ସେମାନଙ୍କ ସମ୍ପର୍କକୁ ନେଇ ମୁହଁ ନାହାଁନ୍ତି। ଦୁହେଁ ସେମାନଙ୍କ ସମ୍ପର୍କକୁ ସିକ୍ରେଟ୍ ରଖିବାକୁ ଚାହୁଁଛନ୍ତି ।
ତାରା ସୂତରିଆ ଏବଂ ଅରୁଣୋଦ ସିଂ ଡେଟିଂ ଖବର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କହିବାକୁ ଗଲେ ଅରୁଣୋଦୟ ସିଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂଙ୍କ ନାତି। 'ବ୍ଲାକମେଲ୍', 'ଜିସ୍ମ୍ ୨' ସମେତ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାରା ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ନିକଟରେ 'ଫିଲ୍ମ' ଅପୂର୍ଭା'ରେ ନଜର ଆସିଥିଲେ । ଯେଉଁଥିରେ ଅଭିନେତ୍ରୀଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା। ଅଭିନୟ ସହିତ ତାରା ଜଣେ ଭଲ ଗାୟିକା ।