ବିଜୁ ଯୁବ ଜନତା ଦଳ ଯେକୌଣସି ଜାତୀୟ ଦଳକୁ ହରାଇବାକୁ ସକ୍ଷମ : ବ୍ୟୋମକେଶ ରାୟ
ଭୁବନେଶ୍ବର ୨୯।୩: ନିର୍ବାଚନ ପ୍ରସ୍ତୁତି ଜୋରଦାର କରିଛି ବିଜୁ ଯୁବ ଜନତା ଦଳ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜୁ ଯୁବ ଜନତା ଦଳ ବ୍ୟୋମକେଶ ରାୟ କହିଛନ୍ତି ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ରାଣନୀତି କ’ଣ ହେବ, ବିରୋଧୀ ଦଳକୁ କେମିତି ସାମ୍ନା କରାଯିବ, ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ଓ ଭଲ ଭୋଟରେ ଜିତାଇବା ପାଇଁ ଆଲୋଚନା ହୋଇଛି । ଆଗାମୀ ୧୦ ବର୍ଷ ଯୁବକଙ୍କର ହେବ । ବିଜେଡି ସରକାରକୁ ଆସିଲେ ଯୁବକଙ୍କ ପାଇଁ ଏକ ସ୍ୱତନ୍ତ୍ର ବଜେଟ୍ ପ୍ରସ୍ତୁତି ହେବ । ବିରୋଧୀ ପ୍ରଥମେ ବିଜୁ ଯୁବ ଜନତା ଦଳ ସହିତ ଲଢ଼ିବେ । ତାପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଲଢ଼ିବେ । ବିଜୁ ଯୁବ ଜନତା ଦଳ ଯେକୌଣସି ଜାତୀୟ ଦଳକୁ ହରାଇବାକୁ ସକ୍ଷମ । ସବୁ ନିର୍ବାଚନ ମଣ୍ଡଳୀରେ ସଂଗଠନ ରହିଛି । ଆଗାମୀ ନିର୍ବାଚରେ ବିଜୁ ଯୁବ ଜନତା ଦଳ ନିର୍ଣ୍ଣାୟକ ଭୂମିକା ନେବ ବୋଲି ବ୍ୟୋମକେଶ ରାୟ କହିଛନ୍ତି । You Can Read :ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ନା ହତ୍ୟା ଅସ୍ପଷ୍ଟ
ଭୁବନେଶ୍ବର ୨୯।୩: ନିର୍ବାଚନ ପ୍ରସ୍ତୁତି ଜୋରଦାର କରିଛି ବିଜୁ ଯୁବ ଜନତା ଦଳ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜୁ ଯୁବ ଜନତା ଦଳ ବ୍ୟୋମକେଶ ରାୟ କହିଛନ୍ତି ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ରାଣନୀତି କ’ଣ ହେବ, ବିରୋଧୀ ଦଳକୁ କେମିତି ସାମ୍ନା କରାଯିବ, ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ଓ ଭଲ ଭୋଟରେ ଜିତାଇବା ପାଇଁ ଆଲୋଚନା ହୋଇଛି । ଆଗାମୀ ୧୦ ବର୍ଷ ଯୁବକଙ୍କର ହେବ ।
ବିଜେଡି ସରକାରକୁ ଆସିଲେ ଯୁବକଙ୍କ ପାଇଁ ଏକ ସ୍ୱତନ୍ତ୍ର ବଜେଟ୍ ପ୍ରସ୍ତୁତି ହେବ । ବିରୋଧୀ ପ୍ରଥମେ ବିଜୁ ଯୁବ ଜନତା ଦଳ ସହିତ ଲଢ଼ିବେ । ତାପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଲଢ଼ିବେ । ବିଜୁ ଯୁବ ଜନତା ଦଳ ଯେକୌଣସି ଜାତୀୟ ଦଳକୁ ହରାଇବାକୁ ସକ୍ଷମ । ସବୁ ନିର୍ବାଚନ ମଣ୍ଡଳୀରେ ସଂଗଠନ ରହିଛି । ଆଗାମୀ ନିର୍ବାଚରେ ବିଜୁ ଯୁବ ଜନତା ଦଳ ନିର୍ଣ୍ଣାୟକ ଭୂମିକା ନେବ ବୋଲି ବ୍ୟୋମକେଶ ରାୟ କହିଛନ୍ତି ।
You Can Read :