ଭୋଟର ଲିଷ୍ଟ ରିଭିଜନକୁ ନେଇ ସୁପ୍ରିମକୋର୍ଟଙ୍କ ୩ ବଡ଼ ପ୍ରଶ୍ନ ?

ଏହି ପ୍ରକ୍ରିୟାରେ ରୋକ୍ ଲଗାଇବାକୁ ସ୍ପଷ୍ଟ ମନା କରିଦେଇଛନ୍ତି। କିନ୍ତୁ ଏହି ପ୍ରକ୍ରିୟାରେ ଭୋଟର କାର୍ଡ, ଆଧାର କାର୍ଡ ଏବଂ ରାସନ କାର୍ଡକୁ ଅନ୍ତର୍ଭୁକ୍ତ କରିବାକୁ କୋର୍ଟ କହିଛନ୍ତି । ଆସନ୍ତା ୨୮ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ ।

ଭୋଟର ଲିଷ୍ଟ ରିଭିଜନକୁ ନେଇ ସୁପ୍ରିମକୋର୍ଟଙ୍କ ୩ ବଡ଼ ପ୍ରଶ୍ନ ?
Array