ବ୍ୟାକଫୁଟରେ ଭାରତ: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ପୁଣି ଫେଲ ମାରିଲେ ରୋହିତ, କୋହଲି

କନକ ବ୍ୟୁରୋ: ବ୍ୟାକଫୁଟରେ ଭାରତ। ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ପୁଣି ଫେଲ ମାରିଲେ ରୋହିତ, କୋହଲି। ପ୍ରଥମ ଇନସରେ ଅଷ୍ଟ୍ରେଲିଆ ୪୭୪ ରନରେ ଅଲଆଉଟ ହେବା ପରେ ଭାରତ ୫ ୱିକେଟ ହରାଇ ମାତ୍ର ୧୬୪ ରନ କରିଛି। ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଆହୁରୀ ୩୧୦ ରନ ପଛରେ ରହିଛି। ଦଳ ପକ୍ଷରୁ ଯଶଶୀ ଜୟସ୍ବାଲ ସର୍ବାଧିକ ୮୨ କରି ରନଆଉଟ ହୋଇଥିଲେ। ପରେ ରୋହିତ ମାତ୍ର ୩ କରି ଆଉଟ ହେବା ପରେ କୋହଲି ୩୬, ରାହୁଲ ୨୪ ରନ କରି ଆଉଟ ହୋଇଥିଲେ। ଜାଡେଜା ୪ ରନ ଏବଂ ପନ୍ତ ୬ ରନ କରି ବ୍ୟାଟିଂ କରୁଛନ୍ତି। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ସର୍ବାଧିକ ୪ ଟି ୱିକେଟ ହରାଇଥିବା ବେଳେ ଜାଡେଜା ୩ ଟି, ଆକାଶ ଦୀପ ଏବଂ ୱାସିଂଟନ ସୁନ୍ଦର ୨ ଟି  ଲେଖାଏଁ ୱିକେଟ ନେଇଛନ୍ତି।