‘ବ୍ୟାଗରେ ଶଙ୍ଖ ଚିହ୍ନ ଲଗାଇବା ଦୋଷ’
କେଉଁ ଅଧିକାର ବଳରେ ବ୍ୟାଗରେ ଶଙ୍ଖ ଚିହ୍ନ ରଖିଲେ ?
କେଉଁ ଅଧିକାର ବଳରେ ବ୍ୟାଗରେ ଶଙ୍ଖ ଚିହ୍ନ ରଖିଲେ ? ଏହା ହେଉଛି ଦୋଷାବହ । ଯାହାକୁ ମୁଁ ଗ୍ରହଣ କରିପାରୁନି। କଛି ଏଭଳି କହିଛନ୍ତ ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରସନ୍ନ ମିଶ୍ର। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।