ବ୍ୟାଟିଂ କରୁଥିବା ବେଳେ ମୁଣ୍ଡରେ ଲାଗିଲା ଆଘାତ: ହସ୍ପିଟାଲରେ ଏହି କ୍ରିକେଟର

ମେଲବୋର୍ନ,୫ା୧: ମେଲବୋର୍ନ ଷ୍ଟାର ଦଳର ଉଇକେଟକିପର ସାମ୍‌ ହାର୍ପର ମୁଣ୍ଡରେ ଆଘାତ ପାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ମେଲେବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଏକ ଟ୍ରେନିଂ ସେସନ ବେଳେ ନେଟ୍ସରେ ବ୍ୟାଟିଂ କରୁଥିବା ବେଳେ ସାମ୍‌ଙ୍କ ମୁଣ୍ଡରେ ଆଘାତ ଲାଗିଛି। ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଛି। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଏହି ଘଟଣା ପରେ ମେଲବୋର୍ନ ଷ୍ଟାର ତୁରନ୍ତ ଟ୍ରେନିଂ ସେସନକୁ ବନ୍ଦ କରିଦେଇଥିଲା। The post ବ୍ୟାଟିଂ କରୁଥିବା ବେଳେ ମୁଣ୍ଡରେ ଲାଗିଲା ଆଘାତ: ହସ୍ପିଟାଲରେ ଏହି କ୍ରିକେଟର appeared first on Dharitri Odia News.

ବ୍ୟାଟିଂ କରୁଥିବା ବେଳେ ମୁଣ୍ଡରେ ଲାଗିଲା ଆଘାତ: ହସ୍ପିଟାଲରେ ଏହି କ୍ରିକେଟର

ମେଲବୋର୍ନ,୫ା୧: ମେଲବୋର୍ନ ଷ୍ଟାର ଦଳର ଉଇକେଟକିପର ସାମ୍‌ ହାର୍ପର ମୁଣ୍ଡରେ ଆଘାତ ପାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ମେଲେବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଏକ ଟ୍ରେନିଂ ସେସନ ବେଳେ ନେଟ୍ସରେ ବ୍ୟାଟିଂ କରୁଥିବା ବେଳେ ସାମ୍‌ଙ୍କ ମୁଣ୍ଡରେ ଆଘାତ ଲାଗିଛି। ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଛି। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଏହି ଘଟଣା ପରେ ମେଲବୋର୍ନ ଷ୍ଟାର ତୁରନ୍ତ ଟ୍ରେନିଂ ସେସନକୁ ବନ୍ଦ କରିଦେଇଥିଲା।

The post ବ୍ୟାଟିଂ କରୁଥିବା ବେଳେ ମୁଣ୍ଡରେ ଲାଗିଲା ଆଘାତ: ହସ୍ପିଟାଲରେ ଏହି କ୍ରିକେଟର appeared first on Dharitri Odia News.