ବ୍ୟାରିକେଡ ଟପିବାକୁ ଉଦ୍ୟମ ବେଳେ ପୁଲିସ ଓ କଂଗ୍ରେସ କର୍ମୀ ଧସ୍ତାଧସ୍ତି

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ପ୍ରତି ବିଜେପି ଓ ତାର ସହଯୋଗୀ ଦଳର ନେତାମାନେ ଆପତ୍ତି ଜନକ ମନ୍ତବ୍ୟ ଦେବା ବିରୋଧରେ ଆଜି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ଭବନରୁ ଏକ ବିଶାଳ ରାଲି ବାହାରିଥିଲା।  ବିଜେପି ଅଫିସ ଘେରାଉ କରିବାକୁ ଯିବା ବେଳେ ଖାରବେଳ ନଗର ଥାନା ପାଖରେ ପୁଲିସ ଅଟକାଇଥିଲା । ସେଠାରେ ପୁଲିସ ଓ କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଥିଲେ। ଆନ୍ଦୋଳନ କାରୀଙ୍କୁ ପୋଲିସ ଉଠାଇ ନେଇଥିଲା।  ଯେଉଁ ନେତା ମାନେ […]

ବ୍ୟାରିକେଡ ଟପିବାକୁ ଉଦ୍ୟମ ବେଳେ ପୁଲିସ ଓ କଂଗ୍ରେସ କର୍ମୀ ଧସ୍ତାଧସ୍ତି
congress

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ପ୍ରତି ବିଜେପି ଓ ତାର ସହଯୋଗୀ ଦଳର ନେତାମାନେ ଆପତ୍ତି ଜନକ ମନ୍ତବ୍ୟ ଦେବା ବିରୋଧରେ ଆଜି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ଭବନରୁ ଏକ ବିଶାଳ ରାଲି ବାହାରିଥିଲା।  ବିଜେପି ଅଫିସ ଘେରାଉ କରିବାକୁ ଯିବା ବେଳେ ଖାରବେଳ ନଗର ଥାନା ପାଖରେ ପୁଲିସ ଅଟକାଇଥିଲା । ସେଠାରେ ପୁଲିସ ଓ କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଥିଲେ। ଆନ୍ଦୋଳନ କାରୀଙ୍କୁ ପୋଲିସ ଉଠାଇ ନେଇଥିଲା।  ଯେଉଁ ନେତା ମାନେ ଆପତ୍ତି ଜଣକ ମନ୍ତବ୍ୟ ଦେଇଛନ୍ତି ତାଙ୍କ ବିରୁଧ ରେ ଥାନାରେ କଂଗ୍ରେସ ପକ୍ଷରୁ ଏତଲା ଦିଆଯାଇଛି। କଂଗ୍ରେସ ଦାବି କରିଛି ଯେଉଁମାନେ ଏଭଳି ମନ୍ତବ୍ୟ ଦେଇଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।