ବ୍ୟାସନଗର ପବ୍ଲିକ ସିନିଅର ସେକେଣ୍ଡାରୀ ସ୍କୁଲରେ CBSE ପରୀକ୍ଷା ଫଳକୁ ନେଇ ଖୁସିର ଲହରୀ l CBSE results, Jajpur.

ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଯାଜପୁର ଜିଲ୍ଲାରେ 95 ଶତକଡା ଛାତ୍ର ଛାତ୍ରୀ ପାସ ହୋଇଥବା ଜଣା ପଡ଼ିଛି l ରାଜ୍ୟରେ ଛାତ୍ରଙ୍କ ତୁଳନାରେ ଅଧିକ ଛାତ୍ରୀ ପାସ କରିଥିବା ବେଳେ , ଯାଜପୁର ଜିଲ୍ଳାରେ ଏହି ଫଳାଫଳ