ବଢ଼ିବାରେ ଲାଗିଛି ବନ୍ୟା ବିତ୍ପାତ; ୩ ଦିନ ଧରି କାହା ଘରେ ଜଳିନି ଚୁଲି...

ପଟ୍ଟାମୁଣ୍ଡାଇ, ଆଳି ବ୍ଳକ ବିଶେଷ ଭାବେ ଅଧିକ ପ୍ରଭାବିତ ହୋଇଛି। ଗଲା ୩ ଦିନ ଧରି କାହା ଘରେ ଚୁଲି ଜଳିନି। ଆଣ୍ଠୁଏ ଉଚ୍ଚ ପାଣିରେ ଲୋକେ ଯାଆସ କରୁଛନ୍ତି।

ବଢ଼ିବାରେ ଲାଗିଛି ବନ୍ୟା ବିତ୍ପାତ; ୩ ଦିନ ଧରି କାହା ଘରେ ଜଳିନି ଚୁଲି...
Array