ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ; ଘଣ୍ଟଘଣ୍ଟା, ମୃଦଙ୍ଗ, ହୁଳହୁଳିରେ ପ୍ରକମ୍ପିତ ପରିବେଶ
କୋଟି ଓଡ଼ିଆଙ୍କ ମଉଡ଼ମଣି କାଳିଆ ସାଆନ୍ତ... ତାକୁ ଦେଖିବାକୁ ଆଜି ବଡ଼ଦାଣ୍ଡରେ ଲାଗିଛି ଭିଡ଼... ଜୟ ଜଗନ୍ନାଥ... ହରିବୋଲ ଧ୍ୱନୀରେ ପ୍ରକମ୍ପିତ ଚଉଦିଗ..।