ଭକ୍ତ ଦାସଙ୍କ ବଡ଼ ଚେତାବନୀ: ବିଧାନସଭା ଘେରିବେ ୨୦ ହଜାର ମହିଳା
ଭୁବନେଶ୍ୱର,୧।୮: ପିସିସି ସଭାପତି ଭକ୍ତ ଚରଣ ଦାସ ଶୁକ୍ରବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ମୌସୁମୀ ଅଧିବେଶନ ଦିନ ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ ବୋଲି ପିସିସି ସଭାପତି ଦାସ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି। ନାରୀ ନିର୍ଯାତନା ମାମଲାରେ ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଏହି ଘେରାଉ କରାଯିବ ବୋଲି ପିସିସି ସଭାପତି କହିଛନ୍ତି। The post ଭକ୍ତ ଦାସଙ୍କ ବଡ଼ ଚେତାବନୀ: ବିଧାନସଭା ଘେରିବେ ୨୦ ହଜାର ମହିଳା appeared first on Dharitri Odia News.
ଭୁବନେଶ୍ୱର,୧।୮: ପିସିସି ସଭାପତି ଭକ୍ତ ଚରଣ ଦାସ ଶୁକ୍ରବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ମୌସୁମୀ ଅଧିବେଶନ ଦିନ ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ ବୋଲି ପିସିସି ସଭାପତି ଦାସ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।
ନାରୀ ନିର୍ଯାତନା ମାମଲାରେ ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଏହି ଘେରାଉ କରାଯିବ ବୋଲି ପିସିସି ସଭାପତି କହିଛନ୍ତି।
The post ଭକ୍ତ ଦାସଙ୍କ ବଡ଼ ଚେତାବନୀ: ବିଧାନସଭା ଘେରିବେ ୨୦ ହଜାର ମହିଳା appeared first on Dharitri Odia News.