ଭତ୍ତା ଟଙ୍କା ପାଇଁ ପଞ୍ଚାୟତକୁ ଘୁଷୁଡ଼ି ଘୁଷୁଡ଼ି ଗଲେ ୮୦ ବର୍ଷୀୟ ବୃଦ୍ଧ, ଦେଖି ସହି ପାରିଲେନି ଲୋକେ...

ରାସ୍ତାରେ ଘୁସୁରି ଘୁସୁରି ଭତ୍ତା ଆଣିବାକୁ ପଞ୍ଚାୟତ କାର୍ଯ୍ୟାଳୟ ଗଲେ 80 ବର୍ଷୀୟ ବୃଦ୍ଧ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା କୋର ପଞ୍ଚାୟତରେ। କୋର ଗାଁ ର ବୃଦ୍ଧ ଶ୍ରୀଧର ସାହୁ ଆଜି ମାସିକ ଭତ୍ତା ପାଇଁ ରାସ୍ତାରେ ଘୁସ