ଭଦ୍ରକରେ ଝାଡ଼ାବାନ୍ତି ଆତଙ୍କ, ଦୁଇଟି ଗାଁର ୧୦ରୁ ୧୨ଜଣ ହୋଇଛନ୍ତି ଆକ୍ରାନ୍ତ

ଭଦ୍ରକ ୧୩।୬: ଯାଜପୁର ପରେ ଭଦ୍ରକ ଜିଲ୍ଲାରେ ଝାଡ଼ାବାନ୍ତି ଆତଙ୍କ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ସୋଲମପୁର ବିରୋଳି ସ୍ଵାସ୍ଥ୍ୟକେନ୍ଦ୍ର ଅଧିନ ଦାଣ୍ଡକୁଳ ଓ ତିଖିଲିଆ ଗ୍ରାମରେ ୧୦ରୁ ୧୨ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର ଓ ଅନ୍ୟ ଆକ୍ରାନ୍ତ ରୋଗୀ ଯାଜପୁର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଭଦ୍ରକ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଯାଇ ମେଡ଼ିସିନ ଦେଇଛନ୍ତି ।ସେପଟେ ବର୍ତ୍ତମାନ ସମସ୍ତେ ସୁସ୍ଥ ଥିବା ବେଳେ ଦୁଇ ଜଣ ଯାଜପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।You Can Read:ଭଦ୍ରକରେ ଶୁକ୍ରବାର ସନ୍ଧ୍ୟା ୬ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ, ସୋସିଆଲ ମିଡ଼ିଆରେ ଆପତ୍ତିଜନକ ପୋଷ୍ଟ ନକରିବାକୁ ଏସ୍‌ପିଙ୍କ ନିବେଦନ

ଭଦ୍ରକରେ ଝାଡ଼ାବାନ୍ତି ଆତଙ୍କ, ଦୁଇଟି ଗାଁର ୧୦ରୁ ୧୨ଜଣ ହୋଇଛନ୍ତି ଆକ୍ରାନ୍ତ

ଭଦ୍ରକ ୧୩।୬: ଯାଜପୁର ପରେ ଭଦ୍ରକ ଜିଲ୍ଲାରେ ଝାଡ଼ାବାନ୍ତି ଆତଙ୍କ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ସୋଲମପୁର ବିରୋଳି ସ୍ଵାସ୍ଥ୍ୟକେନ୍ଦ୍ର ଅଧିନ ଦାଣ୍ଡକୁଳ ଓ ତିଖିଲିଆ ଗ୍ରାମରେ ୧୦ରୁ ୧୨ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର ଓ ଅନ୍ୟ ଆକ୍ରାନ୍ତ ରୋଗୀ ଯାଜପୁର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଭଦ୍ରକ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଯାଇ ମେଡ଼ିସିନ ଦେଇଛନ୍ତି ।

ସେପଟେ ବର୍ତ୍ତମାନ ସମସ୍ତେ ସୁସ୍ଥ ଥିବା ବେଳେ ଦୁଇ ଜଣ ଯାଜପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

You Can Read:

ଭଦ୍ରକରେ ଶୁକ୍ରବାର ସନ୍ଧ୍ୟା ୬ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ, ସୋସିଆଲ ମିଡ଼ିଆରେ ଆପତ୍ତିଜନକ ପୋଷ୍ଟ ନକରିବାକୁ ଏସ୍‌ପିଙ୍କ ନିବେଦନ