ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବାଲସି ଗ୍ରାମ ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଶନିବାର ପ୍ରବଳ ଗ୍ରୀଷ୍ମପ୍ରବାହରେ ପଦଯାତ୍ରା କରି ଭୋଟ ଭିକ୍ଷା କରିଛନ୍ତି। ବାଲସି ଗ୍ରାମ ପଞ୍ଚାୟତର କୋକୋଡ଼ମାଲ ଗ୍ରାମରୁ ପଦଯାତ୍ରା ଆରମ୍ଭ କରି ମଶାଣିବନ୍ଧ ଗ୍ରାମ ଦେଇ ବାଲସି ଗ୍ରାମ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ଲଳିତା ଜନସାଧାରଣଙ୍କୁ ଅନୁରୋଧ କରି ଶଙ୍ଖ ଚିହ୍ନରେ ଭୋଟ […] The post ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା appeared first on Dharitri Odia News.

ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବାଲସି ଗ୍ରାମ ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଶନିବାର ପ୍ରବଳ ଗ୍ରୀଷ୍ମପ୍ରବାହରେ ପଦଯାତ୍ରା କରି ଭୋଟ ଭିକ୍ଷା କରିଛନ୍ତି। ବାଲସି ଗ୍ରାମ ପଞ୍ଚାୟତର କୋକୋଡ଼ମାଲ ଗ୍ରାମରୁ ପଦଯାତ୍ରା ଆରମ୍ଭ କରି ମଶାଣିବନ୍ଧ ଗ୍ରାମ ଦେଇ ବାଲସି ଗ୍ରାମ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଏକ ସଭାର ଆୟୋଜନ କରାଯାଇଥିଲା।

ଏହି ସଭାରେ ଲଳିତା ଜନସାଧାରଣଙ୍କୁ ଅନୁରୋଧ କରି ଶଙ୍ଖ ଚିହ୍ନରେ ଭୋଟ ଜିତାଇବା ପାଇଁ ଅନୁରୋଧ କରିଥିଲେ। ଏହି ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟାକୁ ସମାଧାନ କରିବି ବୋଲି ପ୍ରକାଶ କରିଥିଲେ।

The post ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା appeared first on Dharitri Odia News.