୪ ବର୍ଷର ପୁଅ ଆଗରେ ଚାଲିଗଲା ମା’ ବାପାଙ୍କ ଜୀବନ
ଯାଜପୁର,୫।୪: ୪ ବର୍ଷର ପୁଅ ଆଗରେ ଚାଲିଗଲା ମା’ ବାପାଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ପାଣିକୋଇଲି ଥାନା ପୁରୁଣା ଟୋଲଗେଟ୍ ନିକଟରେ। ଏକ ଅଜଣା ଗାଡ଼ି ବାଇକ୍ରେ ଯାଉଥିବା ମା’ ବାପା ପିଲାଙ୍କୁ ଧକ୍କା ଦେଇଥିଲା। ସେଠାରେ ମା’ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାପାଙ୍କ ମେଡିକାଲରେ ମୃତ୍ୟୁ ଘଟିଛି। ପିଲାଟି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। The post ୪ ବର୍ଷର ପୁଅ ଆଗରେ ଚାଲିଗଲା ମା’ ବାପାଙ୍କ ଜୀବନ appeared first on Dharitri Odia News.
ଯାଜପୁର,୫।୪: ୪ ବର୍ଷର ପୁଅ ଆଗରେ ଚାଲିଗଲା ମା’ ବାପାଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ପାଣିକୋଇଲି ଥାନା ପୁରୁଣା ଟୋଲଗେଟ୍ ନିକଟରେ। ଏକ ଅଜଣା ଗାଡ଼ି ବାଇକ୍ରେ ଯାଉଥିବା ମା’ ବାପା ପିଲାଙ୍କୁ ଧକ୍କା ଦେଇଥିଲା। ସେଠାରେ ମା’ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାପାଙ୍କ ମେଡିକାଲରେ ମୃତ୍ୟୁ ଘଟିଛି। ପିଲାଟି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
The post ୪ ବର୍ଷର ପୁଅ ଆଗରେ ଚାଲିଗଲା ମା’ ବାପାଙ୍କ ଜୀବନ appeared first on Dharitri Odia News.