ଭରତପୁର କାଣ୍ଡକୁ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା: କହିଲେ, ପୀଡ଼ିତାଙ୍କୁ ଠିକ୍ ସମୟରେ ମିଳିବ ନ୍ୟାୟ

କନକ ବ୍ୟୁରୋ: ଭରତପୁର ଘଟଣାକୁ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ପୀଡ଼ିତାଙ୍କୁ ନ୍ୟାୟ ମିଳିବ। ଯେଉଁମାନେ ବି ଦୋଷୀ, କାହାରିକୁ ଛଡ଼ାଯିବ ନାହିଁ। ମହିଳାଙ୍କ ନିର୍ଯାତନା ରୋକିବାକୁ ସରକାର ସଚେତନ ଅଛନ୍ତି ଏବଂ ପଦକ୍ଷେପ ନେଉଥିବା ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି। 