ଭରତପୁର ଘଟଣାକୁ ନେଇ ଏମିତି କହିଲେ ସମାଜସେବୀ ଋତୁପର୍ଣ୍ଣା ମହାନ୍ତି

ଭରତପୁର ଘଟଣାକୁ ନେଇ ରାଜ୍ୟଠୁ ଦେଶ ସବୁଠି ଚର୍ଚ୍ଚା।

ଭରତପୁର ଘଟଣାକୁ ନେଇ ଏମିତି କହିଲେ ସମାଜସେବୀ ଋତୁପର୍ଣ୍ଣା ମହାନ୍ତି

ଭରତପୁର ଘଟଣାକୁ ନେଇ ରାଜ୍ୟଠୁ ଦେଶ ସବୁଠି ଚର୍ଚ୍ଚା। ପୁଲିସ ବିରୋଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି ମେଜରଙ୍କ ବାନ୍ଧବୀ। ତେବେ ଘଟଣାକୁ ନେଇ କଣ କହିଛନ୍ତି ଶୁଣନ୍ତୁ ସମାଜସେବୀ ଋତୁପର୍ଣ୍ଣା ମହାନ୍ତି।