ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ : ୫ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେ ପୋଲିସ ଡ଼ିଜି

ଭୁବନେଶ୍ବର ୧୮।୯: ରାତିରେ ବଦଳି, ସକାଳୁ ନିଲମ୍ବିତ । ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ବଦଳି ପରେ ନିଲମ୍ବିତ ହୋଇଛନ୍ତି ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର । ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ନିଲମ୍ବିତ ହୋଇଛନ୍ତି । ପୋଲିସ ଡ଼ିଜି ୱାଇ.ବି. ଖୁରାନିଆ ଆଇଆଇସିଙ୍କୁ ନିଲମ୍ବିତ କରିଛନ୍ତି । ସେହିଭଳି ଏସ୍‌ଆଇ ବିଳାସିନୀ ପଣ୍ଡା, ଏଏସ୍‌ଆଇ ସଲୀଳମୟୀ ସାହୁ ଓ ସାଗରିକା ରଥ ଏବଂ କନେଷ୍ଟବଳ ବଳରାମ ହାଂସଦାକୁ ମଧ୍ୟ ନିଲମ୍ବିତ କରିଛନ୍ତି ପୋଲିସ ଡ଼ିଜି ।You Can Read:ବୁଧବାରଠୁ ପିତୃପକ୍ଷ ଆରମ୍ଭ, ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ପିଣ୍ଡଦାନ 

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ : ୫ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେ ପୋଲିସ ଡ଼ିଜି

ଭୁବନେଶ୍ବର ୧୮।୯: ରାତିରେ ବଦଳି, ସକାଳୁ ନିଲମ୍ବିତ । ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ବଦଳି ପରେ ନିଲମ୍ବିତ ହୋଇଛନ୍ତି ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର । ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ନିଲମ୍ବିତ ହୋଇଛନ୍ତି । ପୋଲିସ ଡ଼ିଜି ୱାଇ.ବି. ଖୁରାନିଆ ଆଇଆଇସିଙ୍କୁ ନିଲମ୍ବିତ କରିଛନ୍ତି । 

ସେହିଭଳି ଏସ୍‌ଆଇ ବିଳାସିନୀ ପଣ୍ଡା, ଏଏସ୍‌ଆଇ ସଲୀଳମୟୀ ସାହୁ ଓ ସାଗରିକା ରଥ ଏବଂ କନେଷ୍ଟବଳ ବଳରାମ ହାଂସଦାକୁ ମଧ୍ୟ ନିଲମ୍ବିତ କରିଛନ୍ତି ପୋଲିସ ଡ଼ିଜି ।

You Can Read:

ବୁଧବାରଠୁ ପିତୃପକ୍ଷ ଆରମ୍ଭ, ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ପିଣ୍ଡଦାନ