ଭରତପୁରରେ ବୁଲିଲା ଖଣ୍ଡା, ୩ ଗୁରୁତର

ଭୁବନେଶ୍ୱର : ଭରତପୁରରେ ବୁଲିଲା ଖଣ୍ଡା, ୩ ଆହତ ।  ଜମିଜମା ବିବାଦକୁ ନେଇ ଗଣ୍ଡଗୋଳ । ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କଲେ ଦୁର୍ବୃତ୍ତ । ସଂଘବଦ୍ଧ ଆକ୍ରମଣରେ ୩ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।  ଭରତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଗତ ୧୪ ତାରିଖରେ ଭୁବନେଶ୍ୱର ଧଉଳି ଥାନା ଲିଙ୍ଗିପୁର ଛକ ନିକଟରେ ଖଣ୍ଡା ବୁଲିଥିଲା । ଘର ଆଗରେ […] The post ଭରତପୁରରେ ବୁଲିଲା ଖଣ୍ଡା, ୩ ଗୁରୁତର appeared first on KNews Odisha.

ଭରତପୁରରେ ବୁଲିଲା ଖଣ୍ଡା, ୩ ଗୁରୁତର
bbsr..

ଭୁବନେଶ୍ୱର : ଭରତପୁରରେ ବୁଲିଲା ଖଣ୍ଡା, ୩ ଆହତ ।  ଜମିଜମା ବିବାଦକୁ ନେଇ ଗଣ୍ଡଗୋଳ । ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କଲେ ଦୁର୍ବୃତ୍ତ । ସଂଘବଦ୍ଧ ଆକ୍ରମଣରେ ୩ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।  ଭରତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ଗତ ୧୪ ତାରିଖରେ ଭୁବନେଶ୍ୱର ଧଉଳି ଥାନା ଲିଙ୍ଗିପୁର ଛକ ନିକଟରେ ଖଣ୍ଡା ବୁଲିଥିଲା । ଘର ଆଗରେ ବାଇକ୍‌ କାଢିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଯାଇଥିଲା ।  ଯାହାପରେ ୮ ରୁ ୧୦ ଜଣ ଦୁର୍ବୃତ୍ତ ଆସି ଖଣ୍ଡାରେ ଆକ୍ରମଣ କରିଥିଲେ । ଯେଉଁଥିରେ ଦୁଇ ଜଣ ବ୍ୟକ୍ତି ଗୁରୁତର ହୋଇଥିଲେ ।

Also read: ରାଜଧାନୀରେ ପୁଣି ବୁଲିଲା ଖଣ୍ଡାରେ, ମାରଣାସ୍ତ୍ର, ବାଇକ୍‌ରେ ଆସି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ

 

The post ଭରତପୁରରେ ବୁଲିଲା ଖଣ୍ଡା, ୩ ଗୁରୁତର appeared first on KNews Odisha.