ଭର୍ତ୍ତୃହରିଙ୍କ ମାମଲା ଖୋଲିବା ପଛରେ ଲୁଚିଛି ଏକ ଉଦ୍ଦେଶ୍ୟ !

ଶେଷରେ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ଦେଖନ୍ତୁ ପୂରା ରିପୋର୍ଟ। 

ଭର୍ତ୍ତୃହରିଙ୍କ ମାମଲା ଖୋଲିବା ପଛରେ ଲୁଚିଛି ଏକ ଉଦ୍ଦେଶ୍ୟ !

ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଥିବା ପୁରୁଣା ମାମଲା ଖୋଲିଛି। 2011ରେ ପୁଲିସ ଅଧିକାରୀଙ୍କୁ ମାରିଥିବା ମାମଲାରେ ଗୁରୁବାର ଦିନ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। କଟକର ସ୍ବତନ୍ତ୍ର ଏମପି ଏମଏଲ୍ଏ କୋର୍ଟରେ ତାଙ୍କ ବିରୋଧରେ ଆଇପିସିର ଦଫା 341, 323, 294, 353 ଓ 506ରେ ମାମଲା କରାଯାଇଛି। ଶେଷରେ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ଦେଖନ୍ତୁ ପୂରା ରିପୋର୍ଟ।