ଭସାଣୀରେ ବାଜିବ ଡିଜେ: ଜାଣନ୍ତୁ କେତେ ଡେସିବେଲ ପର୍ଯ୍ୟନ୍ତ ବଜାଇପାରିବେ

ଭୁବନେଶର,୧୪।୧୦: ଆଜି ଭୁବନେଶ୍ୱରରେ ଭସାଣୀ। ଦଶହରା ସରିବା ପରେ ସୋମବର ଭସାଣୀ ଯାତ୍ରା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷେ ଭୁବନେଶ୍ବର ଦୁର୍ଗା ପୂଜା ଭସାଣୀକୁ ନେଇ ଡିସିପି ପିନାକ ମିଶ୍ରଙ୍କ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଭସାଣୀରେ କମ ସାଉଣ୍ଡରେ ପୂଜା କମିଟି ଡିଜେ ବଜାଇ ପାରିବେ। ହାଇକୋର୍ଟ ଅନୁମତି ମୁତାବକ ୬୫ ଡେସିବେଲ ପର୍ଯ୍ୟନ୍ତ ବଜାଇ ପାରିବେ। ତା ଠାରୁ ଅଧିକ ବଜାଇଲେ, ବିକଟାଳ ସାଉଣ୍ଡ କଲେ ଡିଜେ ସିଜ ହେବ ହେବ ବୋଲି ଡିସିପି […] The post ଭସାଣୀରେ ବାଜିବ ଡିଜେ: ଜାଣନ୍ତୁ କେତେ ଡେସିବେଲ ପର୍ଯ୍ୟନ୍ତ ବଜାଇପାରିବେ appeared first on Dharitri Odia News.

ଭସାଣୀରେ ବାଜିବ ଡିଜେ: ଜାଣନ୍ତୁ କେତେ ଡେସିବେଲ ପର୍ଯ୍ୟନ୍ତ ବଜାଇପାରିବେ

ଭୁବନେଶର,୧୪।୧୦: ଆଜି ଭୁବନେଶ୍ୱରରେ ଭସାଣୀ। ଦଶହରା ସରିବା ପରେ ସୋମବର ଭସାଣୀ ଯାତ୍ରା ଆରମ୍ଭ ହୋଇଯାଇଛି।
ଅନ୍ୟପକ୍ଷେ ଭୁବନେଶ୍ବର ଦୁର୍ଗା ପୂଜା ଭସାଣୀକୁ ନେଇ ଡିସିପି ପିନାକ ମିଶ୍ରଙ୍କ ବଡ଼ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଭସାଣୀରେ କମ ସାଉଣ୍ଡରେ ପୂଜା କମିଟି ଡିଜେ ବଜାଇ ପାରିବେ। ହାଇକୋର୍ଟ ଅନୁମତି ମୁତାବକ ୬୫ ଡେସିବେଲ ପର୍ଯ୍ୟନ୍ତ ବଜାଇ ପାରିବେ। ତା ଠାରୁ ଅଧିକ ବଜାଇଲେ, ବିକଟାଳ ସାଉଣ୍ଡ କଲେ ଡିଜେ ସିଜ ହେବ ହେବ ବୋଲି ଡିସିପି କହିଛନ୍ତି।

ଚଳିତବର୍ଷ ଦୁର୍ଗାପୂଜା ଭସାଣି ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବାକୁ ଅଣ୍ଟା ଭିଡିଛି ଦୋୖତ ନଗରୀ ପୋଲିସ । ପୂର୍ବରୁ ଭସାଣି ସମୟରେ ଡିଜେ ନ ବଜାଇବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍‌ ଉପରେ କଟକଣା ଲଗାଇଥିଲେ ପ୍ରଶାସନ ସହ ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ନିଶାମୁକ୍ତ ଭସାଣି, ଡିଜେ ମୁକ୍ତ ରୋଷଣି ଉପରେ ପୁଣି ଗୁରୁତ୍ବ ଦିଆଯାଇଛି । ବୈଠକରେ ବୈଠକରେ ଜିଲାପାଳ, ମେୟର୍, ବିଧାୟକ ଓ କମିଟି ସଦସ୍ୟ ସାମିଲ ଥିଲେ । ପରେ ଡିଜେକୁ ଅନୁମତି ମିଳିଛି।

The post ଭସାଣୀରେ ବାଜିବ ଡିଜେ: ଜାଣନ୍ତୁ କେତେ ଡେସିବେଲ ପର୍ଯ୍ୟନ୍ତ ବଜାଇପାରିବେ appeared first on Dharitri Odia News.