ଭାଇକୁ ଛୁରୀ ଭୁସି ହତ୍ୟା

ଆସିକା: ଭାଇକୁ ଛୁରୀ ଭୁସି ହତ୍ୟା କରିଛି ସମ୍ପର୍କୀୟ ଭାଇ। କୋଟିନଡା ଥାନା ପଢ଼ାଳ ଗାଁରେ ଯୁବକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଘରୋଇ କଳିରୁ ଉଭୟଙ୍କ ମଧ୍ୟରେ ବଚସା ପରେ ସମ୍ପର୍କୀୟ ଭାଇ ଛୁରୀ ଭୁସି ଭାଇକୁ ହତ୍ୟା କରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି।