ଭାଙ୍ଗିଗଲା ବିଜେଡି !

ପାଣ୍ଡିଆନଙ୍କ ପାଇଁ ବିଜେଡି ସ୍ବାହା ! ନବୀନଙ୍କ ଦଳ ଏବେ ଖୋଜୁଛି ରାହା । ୱକ୍‌ଫ ବିଲ୍‌ରେ ବିଜେଡି ଭୋଟିଂ ଓ ସସ୍ମିତ ପାତ୍ରଙ୍କ ଟ୍ବିଟ୍‌କୁ ନେଇ ଏବେ ଦଳରେ କାଳ ବୈଶାଖୀ ସହ ଝଡ଼ ବହୁଛି । ଆଉ ମାଟି କାମୁଡ଼ି ପଡ଼ିଛି ବିଜୁ ଜବନତା ଦଳ ।

ଭାଙ୍ଗିଗଲା ବିଜେଡି !
Array