ଭାଙ୍ଗିଗଲାଣି ମାଠିଆ, ଟୋପେ ପାଣି ପାଇଁ ଡହଳବିକଳ

ଖରା ବଢୁଛି। ଟୋପେ ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ପାନୀୟ ଜଳ ଯୋଗାଇ ଦେବା ପାଇଁ ଖୋଲା ହୋଇଛି ଜଳ ସେବା କେନ୍ଦ୍ର। ହେଲେ ସଠିକ୍ ରକ୍ଷାଣବେକ୍ଷଣ ହେଉନଥିବାରୁ ଭାଙ୍ଗିଗଲାଣି ମାଠିଆ ! 

ଭାଙ୍ଗିଗଲାଣି ମାଠିଆ, ଟୋପେ ପାଣି ପାଇଁ ଡହଳବିକଳ
Array