ଭାଙ୍ଗିବ ଅହଙ୍କାରୀଙ୍କ ଶୌଚାଳୟ! ପୁନର୍ବାସ ହେବ ମଠ ମନ୍ଦିର || BADA KHABAR

କଳାପାହାଡ଼ ଭଳି ଆକ୍ରମଣ କଲେ । ପରିକ୍ରମା ପ୍ରକଳ୍ପ ନାଁରେ ମିଛ କହିଲେ । ଐତିହ୍ୟ ସମ୍ପନ୍ନ ମଠ, ମନ୍ଦିର ଭାଙ୍ଗିଲେ । ଚାରୋଟି ଟଏଲେଟ କହି ବଡ଼ ବଡ଼ ଗାତ ଖୋଳିଲେ । ବୁଲଡୋଜର ଲଗାଇ ମନମାନୀ କଲେ...