ଭାଙ୍ଗୁଛି ପାହାଡ, ଭାସୁଛି ଘର ଦ୍ୱାର
ଭାଙ୍ଗୁଛି ପାହାଡ, ଭାସୁଛି ଘର ଦ୍ୱାର। ଭୁଶୁଡୁଛି କୋଠା। ଧସୁଛି ମାଟି। ଯିଏ ଆଗକୁ ଆସିଲା ତାକୁ ସାଙ୍ଗରେ ବୋହି ନେଉଛି। କିଛି ବି ଛାଡୁନି। ଆଖି ପିଛୁଳାକେ ଧୋଇ ଯାଉଛି ରାସ୍ତାଘାଟ। କିଏ ଜୀବନ ବଞ୍ଚାଇବାକୁ ଘର ଛାଡୁଛି ତ ପୁଣି କିଏ ଜଳବନ୍ଧୀ ଅବସ୍ଥାରେ ଉଦ୍ଧାର ପାଇଁ ଅପେକ୍ଷା କରିଛି ।