ତାତିଲା ବିଜୁ ମହିଳା ଜନତା ଦଳ, ସନ୍ତୋଷ ଖଟୁଆଙ୍କୁ ଶୀଘ୍ର ଗିରଫ ଦାବି

ସେପଟେ ବିଜେପି କହିଛି, ପ୍ରସଙ୍ଗରେ ବିଧାୟକ ସନ୍ତୋଷ ଖଟୁଆ ସ୍ପଷ୍ଟୀକରଣ ରଖି ସାରିଛନ୍ତି । ଆମ ସରକାର ସବୁବେଳେ ମହିଳାଙ୍କୁ ସମ୍ମାନ ଦେଇ ଆସିଛନ୍ତି ଆଗକୁ ମଧ୍ୟ ଦେବେ । କିନ୍ତୁ ସନ୍ତୋଷ ଖଟୁଆ ନିଜେ ସ୍ପଷ୍ଟୀକରଣ ରଖି ସାରିବା ପରେ, ତାକୁ ରାଜନୈତିକ ମୁଦା ବନେଇବା ଠିକ ନୁହେଁ।

ତାତିଲା ବିଜୁ ମହିଳା ଜନତା ଦଳ, ସନ୍ତୋଷ ଖଟୁଆଙ୍କୁ ଶୀଘ୍ର ଗିରଫ ଦାବି
Array