ଭାଙ୍ଗୁଛି ଲାଲଗଡ଼ ଥରୁଛି ଛାତି , ପୁଳା ପୁଳା ମାଓ ମର ଶରୀର ଦେଖି ଡରରେ ରୂପ ବଦଳେଇ ବୁଲିଲେଣି ମାଓବାଦୀ...!

ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ଗଙ୍ଗାଲୁର ଥାନା ଅନ୍ତର୍ଗତ ତୋଡକା ଜଙ୍ଗଲ ରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ପୋଲିସ ଏନକାଉଣ୍ଟର ରେ ୮ ରୁ ଅଧିକ ମାଓବାଦୀ ନିହତ ହୋଇଥିବା ସୂଚନା । ଏ