ଭାଜପା ବିଧାୟକଙ୍କ ପରଲୋକ
ଲକ୍ଷ୍ନୌ,୫।୧: ଉତ୍ତରପ୍ରଦେଶର ଦାଦ୍ରାଉଲ ଅଞ୍ଚଳର ବିଧାୟକ ମାନଭେନ୍ଦ୍ର ସିଂଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ମାନଭେନ୍ଦ୍ର ସିଂ ଶାହାଜାହାନପୁରର ଦାଦ୍ରାଉଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଥିଲେ। ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଧାନସଭା ବାଚସ୍ପତି ସତୀଶ ମହାନା ଶେକ ବ୍ୟକ୍ତ କରିଛନ୍ତି କହିଛନ୍ତି। ମାନଭେନ୍ଦ୍ର ସିଂ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ଦିଲ୍ଲୀର ଆଇଏଲବିଏସ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। The post ଭାଜପା ବିଧାୟକଙ୍କ ପରଲୋକ appeared first on Dharitri Odia News.
ଲକ୍ଷ୍ନୌ,୫।୧: ଉତ୍ତରପ୍ରଦେଶର ଦାଦ୍ରାଉଲ ଅଞ୍ଚଳର ବିଧାୟକ ମାନଭେନ୍ଦ୍ର ସିଂଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ମାନଭେନ୍ଦ୍ର ସିଂ ଶାହାଜାହାନପୁରର ଦାଦ୍ରାଉଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଥିଲେ। ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଧାନସଭା ବାଚସ୍ପତି ସତୀଶ ମହାନା ଶେକ ବ୍ୟକ୍ତ କରିଛନ୍ତି କହିଛନ୍ତି।
ମାନଭେନ୍ଦ୍ର ସିଂ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ଦିଲ୍ଲୀର ଆଇଏଲବିଏସ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
The post ଭାଜପା ବିଧାୟକଙ୍କ ପରଲୋକ appeared first on Dharitri Odia News.