ଭାଜପା ସରକାରକୁ ଆସିଲେ କିଏ ହେବେ ମୁଖ୍ୟମନ୍ତ୍ରୀ, କହିଲେ ନଡ୍ଡା
ଭୁବନେଶ୍ୱର,୨୩।୫: ଏରସମା ସଭାରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେଡି ଉପରେ ବର୍ଷିଛନ୍ତି। ନଡ୍ଡା କହିଛନ୍ତି, ଓଡ଼ିଶାରେ ନେତା ସୃଷ୍ଟି ହେବା ବନ୍ଦ ହୋଇଗଲାଣି। ଏବେ ଓଡ଼ିଶାରେ ପ୍ରଶାସନ କିଏ ଚଳାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ପାଇପ ରାସ୍ତାକାମ ପାଇଁ ଏଠି ଠିକାଦାର ବି ଓଡ଼ିଶାର ନୁହନ୍ତି। ଲକ୍ଷ୍ମୀ ବସ୍ ଠିକା ନେଇଥିବା ବ୍ୟକ୍ତି ମଧ୍ୟ ଓଡ଼ିଆ ନୁହଁନ୍ତି। ସମୟ ଆସିଛି, ନବୀନ ବାବୁଙ୍କୁ ଆରାମ ଦିଅନ୍ତୁ, ଭାଜପାକୁ ଆଣନ୍ତୁ। ଏଠି ଏମ୍ପି, ବିଧାୟକ […] The post ଭାଜପା ସରକାରକୁ ଆସିଲେ କିଏ ହେବେ ମୁଖ୍ୟମନ୍ତ୍ରୀ, କହିଲେ ନଡ୍ଡା appeared first on Dharitri Odia News.
ଭୁବନେଶ୍ୱର,୨୩।୫: ଏରସମା ସଭାରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେଡି ଉପରେ ବର୍ଷିଛନ୍ତି। ନଡ୍ଡା କହିଛନ୍ତି, ଓଡ଼ିଶାରେ ନେତା ସୃଷ୍ଟି ହେବା ବନ୍ଦ ହୋଇଗଲାଣି। ଏବେ ଓଡ଼ିଶାରେ ପ୍ରଶାସନ କିଏ ଚଳାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ପାଇପ ରାସ୍ତାକାମ ପାଇଁ ଏଠି ଠିକାଦାର ବି ଓଡ଼ିଶାର ନୁହନ୍ତି। ଲକ୍ଷ୍ମୀ ବସ୍ ଠିକା ନେଇଥିବା ବ୍ୟକ୍ତି ମଧ୍ୟ ଓଡ଼ିଆ ନୁହଁନ୍ତି। ସମୟ ଆସିଛି, ନବୀନ ବାବୁଙ୍କୁ ଆରାମ ଦିଅନ୍ତୁ, ଭାଜପାକୁ ଆଣନ୍ତୁ। ଏଠି ଏମ୍ପି, ବିଧାୟକ ମଞ୍ଚ ତଳେ, ଖଣ୍ଡେ ଭୋଟ ପାଇ ନଥିବା ବ୍ୟକ୍ତି ମଞ୍ଚରେ। ଏଭଳି ଶାସନ ଚଳାଇଥିବା ବ୍ୟକ୍ତିଙ୍କୁ ଛୁଟି ଦେବାକୁ ହେବ। ଭାଜପା ସରକାର ହେଲେ ଓଡ଼ିଶାର ସନ୍ତାନ ମୁଖ୍ୟମନ୍ତ୍ରୀ ହେବେ। ସଂସ୍କୃତି, ଅସ୍ମିତା, ଆତ୍ମସମ୍ମାନ ଓଡ଼ିଶାର ପରିଚୟ।
The post ଭାଜପା ସରକାରକୁ ଆସିଲେ କିଏ ହେବେ ମୁଖ୍ୟମନ୍ତ୍ରୀ, କହିଲେ ନଡ୍ଡା appeared first on Dharitri Odia News.