ଭାଜପାକୁ ନେଇ ବଡ଼ ସଙ୍କେତ ଦେଲେ ମନମୋହନ, କହିଲେ ଆଗକୁ…
ଭୁବନେଶ୍ୱର,୯।୮: ରାଜ୍ୟରେ ଭାଜପା ପ୍ରଥମ ଥର ପାଇଁ ସରକାର ଗଢିଛି। ଆଉ ସରକାର ଗଢିବା ପରେ ରାଜ୍ୟରେ କିପରି ବହୁଦିନ କ୍ଷମତାରେ ରହିବ, ସେଥିପାଇଁ ଭାଜପା ପକ୍ଷରୁ ୨୦୨୯ ପାଇଁ ୨୦୨୪ରୁ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଥମେ ତୃଣମୂଳ ସ୍ତରରୁ ଦଳୀୟ ସଂଗଠନକୁ ସଂଗଠିତ କରିବାକୁ ଯୋଜନା କରିଛି ଦଳ। ଏଥିସହ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ଦିଗରେ ଭାଜପା କାମ ଚଳାଇଛି। ସଂକଳ୍ପପତ୍ର ସବୁବର୍ଗଙ୍କୁ ଦୃଷ୍ଟିରେ ରଖି କରାଯାଇଛି। ଅନ୍ୟପଟେ ଭାଜପା […] The post ଭାଜପାକୁ ନେଇ ବଡ଼ ସଙ୍କେତ ଦେଲେ ମନମୋହନ, କହିଲେ ଆଗକୁ… appeared first on Dharitri Odia News.
ଭୁବନେଶ୍ୱର,୯।୮: ରାଜ୍ୟରେ ଭାଜପା ପ୍ରଥମ ଥର ପାଇଁ ସରକାର ଗଢିଛି। ଆଉ ସରକାର ଗଢିବା ପରେ ରାଜ୍ୟରେ କିପରି ବହୁଦିନ କ୍ଷମତାରେ ରହିବ, ସେଥିପାଇଁ ଭାଜପା ପକ୍ଷରୁ ୨୦୨୯ ପାଇଁ ୨୦୨୪ରୁ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଥମେ ତୃଣମୂଳ ସ୍ତରରୁ ଦଳୀୟ ସଂଗଠନକୁ ସଂଗଠିତ କରିବାକୁ ଯୋଜନା କରିଛି ଦଳ। ଏଥିସହ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ଦିଗରେ ଭାଜପା କାମ ଚଳାଇଛି। ସଂକଳ୍ପପତ୍ର ସବୁବର୍ଗଙ୍କୁ ଦୃଷ୍ଟିରେ ରଖି କରାଯାଇଛି। ଅନ୍ୟପଟେ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି, ଭାଜପା ୫୦ ବର୍ଷ ଶାସନ କରିବ।
The post ଭାଜପାକୁ ନେଇ ବଡ଼ ସଙ୍କେତ ଦେଲେ ମନମୋହନ, କହିଲେ ଆଗକୁ… appeared first on Dharitri Odia News.