ଭାଜପାରେ ମିଶିବାକୁ ନେଇ ହେଉଥିଲା ଜୋର୍ଦାର ଚର୍ଚ୍ଚା: ମୁଁ ବିଜେଡିରେ ଅଛି…
ଦେଓଗାଁ,୨୪ା୩(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ଖମାରୀ ଭାଜପାରେ ମିଶିବା ନେଇ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା। ବ୍ଲକ୍ ଅଧ୍ୟକ୍ଷ ଖମାରୀ ସୋମବାର ଖବରଦାତା ସମ୍ମିଳନୀରେ ଭାଜପାରେ ମିଶିବା ନେଇ ଯେଉଁ ଖବର ପ୍ରସାରିତ ହୋଇଥିଲା ତାହା ସମ୍ପୂର୍ଣ୍ଣ ମଥ୍ୟା ବୋଲି ସ୍ପଷ୍ଟ କରିଥିଲେ। ମୁଁ ବିଜେଡିର ଜଣେ ଶୃଙ୍ଖଳିତ କର୍ମୀ। ଦୀର୍ଘ ବର୍ଷ ହେଲା ମୁଁ ବିଜେଡିରେ ରହିଆସିଛି। […] The post ଭାଜପାରେ ମିଶିବାକୁ ନେଇ ହେଉଥିଲା ଜୋର୍ଦାର ଚର୍ଚ୍ଚା: ମୁଁ ବିଜେଡିରେ ଅଛି… appeared first on Dharitri Odia News.
ଦେଓଗାଁ,୨୪ା୩(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ଖମାରୀ ଭାଜପାରେ ମିଶିବା ନେଇ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା।
ବ୍ଲକ୍ ଅଧ୍ୟକ୍ଷ ଖମାରୀ ସୋମବାର ଖବରଦାତା ସମ୍ମିଳନୀରେ ଭାଜପାରେ ମିଶିବା ନେଇ ଯେଉଁ ଖବର ପ୍ରସାରିତ ହୋଇଥିଲା ତାହା ସମ୍ପୂର୍ଣ୍ଣ ମଥ୍ୟା ବୋଲି ସ୍ପଷ୍ଟ କରିଥିଲେ। ମୁଁ ବିଜେଡିର ଜଣେ ଶୃଙ୍ଖଳିତ କର୍ମୀ। ଦୀର୍ଘ ବର୍ଷ ହେଲା ମୁଁ ବିଜେଡିରେ ରହିଆସିଛି। ଏଭଳି ମିଥ୍ୟା ଖବର ପ୍ରକାଶ ନ କରିବା ପାଇଁ ଗଣମାଧ୍ୟମକୁ ଅନୁରୋଧ କରିଥିଲେ। ସମ୍ମିଳନୀରେ ଅନ୍ତର୍ଯାମୀ ଭୋଇ, ରାଜପ୍ରତାପ ସିଂଦେଓ, ବୁଦ୍ଧଦେବ ପରୁଆ ପ୍ରମୁଖ ଉପସ୍ଥିତ ଥିଲେ।
The post ଭାଜପାରେ ମିଶିବାକୁ ନେଇ ହେଉଥିଲା ଜୋର୍ଦାର ଚର୍ଚ୍ଚା: ମୁଁ ବିଜେଡିରେ ଅଛି… appeared first on Dharitri Odia News.