ଭାରତର ପ୍ରଥମ ଫାଟକ ବିହୀନ ରେଳପଥ

ଚଣ୍ଡିଖୋଲ,୪ା୩(ପ୍ରଦୀପ୍ତ କୁମାର ପୃଷ୍ଟି):ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିବ। ପ୍ରଥମ କରି ହରିଦାସ ପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏହାର ଶୁଭାରମ୍ଭ କରିବେ। ଏହି ରେଳପଥରେ ୨୦୨୦ଜୁନ ୩୦ରେ ପ୍ରଥମ ମାଲ ବୋଝେଇ ଟ୍ରେନ ଚଳାଚଳ ଆରମ୍ଭ କରିଥିଲା। କେବେ ଯାତ୍ରୀବାହୀ ରେଳ ଚଳାଚଳ କରିବ ସେଥିନେଇ ବାରମ୍ବାର ଦାବି ହୋଇ ଆସୁଥିଲା। ଦୀର୍ଘ ୩ ବର୍ଷ ୮ ମାସ ପରେ ଏହି ରେଳ ଧାରଣାରେ ପାସେଞ୍ଜର ଟ୍ରେନ ଚାଲିବ […] The post ଭାରତର ପ୍ରଥମ ଫାଟକ ବିହୀନ ରେଳପଥ appeared first on Dharitri Odia News.

ଭାରତର ପ୍ରଥମ ଫାଟକ ବିହୀନ ରେଳପଥ

ଚଣ୍ଡିଖୋଲ,୪ା୩(ପ୍ରଦୀପ୍ତ କୁମାର ପୃଷ୍ଟି):ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିବ। ପ୍ରଥମ କରି ହରିଦାସ ପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏହାର ଶୁଭାରମ୍ଭ କରିବେ। ଏହି ରେଳପଥରେ ୨୦୨୦ଜୁନ ୩୦ରେ ପ୍ରଥମ ମାଲ ବୋଝେଇ ଟ୍ରେନ ଚଳାଚଳ ଆରମ୍ଭ କରିଥିଲା। କେବେ ଯାତ୍ରୀବାହୀ ରେଳ ଚଳାଚଳ କରିବ ସେଥିନେଇ ବାରମ୍ବାର ଦାବି ହୋଇ ଆସୁଥିଲା। ଦୀର୍ଘ ୩ ବର୍ଷ ୮ ମାସ ପରେ ଏହି ରେଳ ଧାରଣାରେ ପାସେଞ୍ଜର ଟ୍ରେନ ଚାଲିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ରେଳ ବିକାଶ ନିଗମ ଲିମିଟେଡ ଦ୍ୱାରା ଭାରତ ବର୍ଷର ଏହା ଏକମାତ୍ର ଫାଟକ ବିହୀନ ରେଳପଥ ବୋଲି ଘୋଷଣା କରାଯାଇଥିଲା।

The post ଭାରତର ପ୍ରଥମ ଫାଟକ ବିହୀନ ରେଳପଥ appeared first on Dharitri Odia News.