ଭାରତରେ ଲଞ୍ଚ ହେଲା ପାୱାରଫୁଲ୍ Land Rover Defender Octa, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ
Land Rover ଗତ ବର୍ଷ ମଧ୍ୟଭାଗରେ Defender Octa କୁ ଉନ୍ମୋଚନ କରିଥିଲା । ହେଲେ ବର୍ତ୍ତମାନ ଏହାକୁ ଭାରତରେ ୨.୫୯ କୋଟି ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ କରାଯାଇଛି । ସବୁଠାରୁ ପାୱାରଫୁଲ୍ ଏବଂ ଷ୍ଟାଇଲିସ୍ ଡିଫେଣ୍ଡର ଭାବରେ ବଜାରକୁ ଆସିଥିବା ଏହି Octa ରେ ୪.୪ ଲିଟର ଟ୍ବିନ୍-ଟର୍ବୋ ମାଇଲ୍ଡ-ହାଇବ୍ରିଡ୍ V8 ଇଞ୍ଜିନ୍ ଦିଆଯାଇଛି । ଏଥି ସହ ୬୨୯hp ଏବଂ ୮୦୦ Nm ପର୍ଯ୍ୟନ୍ତ ଟର୍କ୍ ଜେନେରେଟ୍ କରୁଥିବା ଏହା ବର୍ତ୍ତମାନର ସବୁଠାରୁ […] The post ଭାରତରେ ଲଞ୍ଚ ହେଲା ପାୱାରଫୁଲ୍ Land Rover Defender Octa, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ appeared first on KNews Odisha.

Land Rover ଗତ ବର୍ଷ ମଧ୍ୟଭାଗରେ Defender Octa କୁ ଉନ୍ମୋଚନ କରିଥିଲା । ହେଲେ ବର୍ତ୍ତମାନ ଏହାକୁ ଭାରତରେ ୨.୫୯ କୋଟି ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ କରାଯାଇଛି । ସବୁଠାରୁ ପାୱାରଫୁଲ୍ ଏବଂ ଷ୍ଟାଇଲିସ୍ ଡିଫେଣ୍ଡର ଭାବରେ ବଜାରକୁ ଆସିଥିବା ଏହି Octa ରେ ୪.୪ ଲିଟର ଟ୍ବିନ୍-ଟର୍ବୋ ମାଇଲ୍ଡ-ହାଇବ୍ରିଡ୍ V8 ଇଞ୍ଜିନ୍ ଦିଆଯାଇଛି । ଏଥି ସହ ୬୨୯hp ଏବଂ ୮୦୦ Nm ପର୍ଯ୍ୟନ୍ତ ଟର୍କ୍ ଜେନେରେଟ୍ କରୁଥିବା ଏହା ବର୍ତ୍ତମାନର ସବୁଠାରୁ ପାୱାରଫୁଲ୍ ଡିଫେଣ୍ଡର ।
ଏହି ଗାଡ଼ିଟି ଦମଦାର୍ V8 ଇଞ୍ଜିନ୍ ସହିତ ଲେସ୍ । Defender Octa ମାତ୍ର ୩.୮ ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗତି କରେ । ଏଥି ସହ ଏହାର ସର୍ବାଧିକ ଗତି ୨୫୦ କିଲୋମିଟର ପ୍ରତି ଘଣ୍ଟା ରହିଛି । ଇଞ୍ଜିନକୁ ୮-ସ୍ପିଡ୍ ଅଟୋମେଟିକ୍ ଡ୍ରାନ୍ସମିସନ୍ ସହିତ ଆଡ୍ କରାଯାଇଛି । ଷ୍ଟାଣ୍ଡାର୍ଡ ଡିଫେଣ୍ଡର ତୁଳନାରେ ଅଫ୍-ରୋଡ୍ ଏବଂ ଅନ୍-ରୋଡ୍ ପରଫରମାନ୍ସକୁ ଉନ୍ନତ କରିବା ପାଇଁ ଡିଜାଇନ୍ କରାଯାଇଛି । ଏଥି ସହ ଏହି Octa ରେ ଅନେକ ଦମଦାର୍ ଅପଗ୍ରେଡ୍ ରହିଛି, ଯାହା ଏହା ବଜାରରେ ସବୁଠାରୁ ପାୱାରଫୁଲ୍ SUV ମଧ୍ୟରୁ ଗୋଟିଏ ।
Land Rover Defender Octa ଏକ ଗୁରୁତ୍ବପୂର୍ଣ୍ଣ ଭାବରେ ଅପଗ୍ରେଡ୍ ହୋଇଥିବା ଚେସିସ୍ ସହିତ ଆସିଥାଏ । ଯେଉଁଥିରେ Land Rover ର 6D ଡାଇନାମିକ୍ସ ସସପେନସନ୍ ସିଷ୍ଟମ ରହିଛି, ଯାହା ଏହାର ଡ୍ରାଇଭିଂ ଡାଇନାମିକ୍ସକୁ ବଢ଼ାଇବା ପାଇଁ ପିଚ୍ ଏବଂ ରୋଲ କଣ୍ଟ୍ରୋଲ୍ ପ୍ରଦାନ କରିଥାଏ । ଏହି ଗାଡ଼ିଟି ଖରାପ ରାସ୍ତା ହେଉ କିମ୍ବା ଭଲ ରାସ୍ତାରେ ହେଉ ଭଲ କମ୍ପଫର୍ଟ ପ୍ରଦାନ କରିବ । ଏହାର ସବୁଠାରୁ ପାୱାରଫୁଲ୍ ଜିନିଷ ହେଉଛି ଏହାର ଏଗ୍ରେସିଭ୍ ଡିଜାଇନ୍ ଯାହା ସମସ୍ତଙ୍କୁ ପାଗଳ କରିଦେବ, ସେ ଛୋଟ ପିଲା ହୁଅନ୍ତୁ କିମ୍ବା ବ୍ରୁଦ୍ଧ ।
The post ଭାରତରେ ଲଞ୍ଚ ହେଲା ପାୱାରଫୁଲ୍ Land Rover Defender Octa, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ appeared first on KNews Odisha.