ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା
ଓ୍ବାଶିଂଟନ୍,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ ବିରୋଧରେ ଅଭିଯୋଗ ହେଉଛି ଯେ ସମସ୍ତେ ଇରାନ ସେନା ପାଇଁ କାମ କରୁଥିଲେ। ଏହି କମ୍ପାନୀଗୁଡିକ ଆମେରିକାରେ ବେଆଇନ ବାଣିଜ୍ୟ ଏବଂ ସ୍ଥାନାନ୍ତର କରିବାରେ ଇରାନକୁ ସାହାଯ୍ୟ କରୁଥିଲେ। ଯେଉଁ କମ୍ପାନୀ ଉପରେ ପ୍ରତିବନ୍ଧ ଲଗାଯାଇଛି। ସେଥିରେ କିଛି କମ୍ପାନୀ ଭାରତରରରରର ରହିଛି। ଏପ୍ରିଲ ୨୫ରେ ଆମେରିକା ଏହି ପଦକ୍ଷେପ […] The post ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା appeared first on Dharitri Odia News.
ଓ୍ବାଶିଂଟନ୍,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ ବିରୋଧରେ ଅଭିଯୋଗ ହେଉଛି ଯେ ସମସ୍ତେ ଇରାନ ସେନା ପାଇଁ କାମ କରୁଥିଲେ। ଏହି କମ୍ପାନୀଗୁଡିକ ଆମେରିକାରେ ବେଆଇନ ବାଣିଜ୍ୟ ଏବଂ ସ୍ଥାନାନ୍ତର କରିବାରେ ଇରାନକୁ ସାହାଯ୍ୟ କରୁଥିଲେ। ଯେଉଁ କମ୍ପାନୀ ଉପରେ ପ୍ରତିବନ୍ଧ ଲଗାଯାଇଛି। ସେଥିରେ କିଛି କମ୍ପାନୀ ଭାରତରରରରର ରହିଛି। ଏପ୍ରିଲ ୨୫ରେ ଆମେରିକା ଏହି ପଦକ୍ଷେପ ନେଇଛି। ଆମେରିକାର ଟ୍ରେଜେରୀ ବିଭାଗ କହିଛି ଯେ ୟୁକ୍ରେନକୁ ଇରାନର ମାନବ ବିହୀନ ବିମାନ ଯାନର ଗୁପ୍ତ ବିକ୍ରିକୁ ସୁଗମ ତଥା ଆର୍ଥିକ ସହାୟତା କରିବାରେ ଏହି କମ୍ପାନୀଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଅଭିଯୋଗ ହୋଇଛି ଯେ ଏହି କାର୍ଯ୍ୟ ଇରାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସଶସ୍ତ୍ର ବାହିନୀ ଲଜିଷ୍ଟିକ୍ସ ପାଇଁ କରାଯାଇଛି, ଯାହା ନିଜେ ଇସଲାମିକ ବିପ୍ଳବୀ ଗାର୍ଡ କର୍ପସ ଏବଂ ୟୁକ୍ରେନରେ ରୁଷିଆର ଯୁଦ୍ଧକୁ ସମର୍ଥନ କରେ।
The post ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା appeared first on Dharitri Odia News.