ଭାରସାମ୍ୟ ହରାଇ ଓଲଟିଲା ଅଟୋ : ୨ ଗୁରୁତର, ୮ ଆହତ
କୁଚିଣ୍ଡା ୧୩।୪: ଭାରସାମ୍ଯ ହରାଇଲା ଓଲଟିଲା ଅଟୋ । ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ରହିଛନ୍ତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଘୋଡା ବନ୍ଧୁଣି ନିକଟସ୍ଥ ବୁଲାଣିରେ ଏଭଳି ଦୁର୍ଘଟଣା ଘଟିଛି ।ସୂଚନାଯୋଗ୍ୟ ଯେ, ସମ୍ବଲପୁର ଚେରେଙ୍ଗାମାଲରୁ ଅଟୋରେ ଗୋଟିଏ ପରିବାରର ୧୦ ଜଣ ଯାତ୍ରୀ ଯଜ୍ଞ ସାରି କୁଚିଣ୍ଡା ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଅଟୋ ଓଲଟି ପଡିଥିଲା । ସମସ୍ତଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଅଟୋରେ ୪ ଜଣ ପିଲା, ୫ ଜଣ ମହିଳା ଏବଂ ଜଣେ ପୁରୁଷ ଥିବା ସୂଚନା ରହିଛି । ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି ।You Can Read :ଶନିବାର ଆସିପାରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା : ଜୁଏଲ ଓରାମ
କୁଚିଣ୍ଡା ୧୩।୪: ଭାରସାମ୍ଯ ହରାଇଲା ଓଲଟିଲା ଅଟୋ । ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ରହିଛନ୍ତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଘୋଡା ବନ୍ଧୁଣି ନିକଟସ୍ଥ ବୁଲାଣିରେ ଏଭଳି ଦୁର୍ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ସମ୍ବଲପୁର ଚେରେଙ୍ଗାମାଲରୁ ଅଟୋରେ ଗୋଟିଏ ପରିବାରର ୧୦ ଜଣ ଯାତ୍ରୀ ଯଜ୍ଞ ସାରି କୁଚିଣ୍ଡା ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଅଟୋ ଓଲଟି ପଡିଥିଲା । ସମସ୍ତଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଅଟୋରେ ୪ ଜଣ ପିଲା, ୫ ଜଣ ମହିଳା ଏବଂ ଜଣେ ପୁରୁଷ ଥିବା ସୂଚନା ରହିଛି । ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି ।
You Can Read :
ଶନିବାର ଆସିପାରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା : ଜୁଏଲ ଓରାମ