ଭାରସାମ୍ୟ ହରାଇ କେନାଲରେ ପଶିଗଲା କାର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ନୂଆପଡ଼ା: ଭାରସାମ୍ୟ ହରାଇ କେନାଲରେ ପଶିଗଲା କାର। ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର । ଘଟଣା ଘଟିଛି ନୂଆପଡ଼ା ପଞ୍ଚମପୁର ଠାରେ।ସୂଚନା ଅନୁଯାୟୀ, ଜଣେ ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ହ୍ୟାଣ୍ଡ୍‌ ହେଣ୍ଡ ବ୍ରେକ ମାରିଥିଲେ ଗାଡ଼ି ଚାଳକ। ଫଳରେ କାରଟି ରାସ୍ତାରୁ ଓଲଟି ପଡ଼ି କେନାଲ ଭିତରକୁ ଖସିଯାଇଥିଲା। ତେବେ ଗାଁ ଲୋକଙ୍କ ସାହାଯ୍ୟରେ କାର ଡ୍ରାଇଭରଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। 

ଭାରସାମ୍ୟ ହରାଇ କେନାଲରେ ପଶିଗଲା କାର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ନୂଆପଡ଼ା: ଭାରସାମ୍ୟ ହରାଇ କେନାଲରେ ପଶିଗଲା କାର। ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର । ଘଟଣା ଘଟିଛି ନୂଆପଡ଼ା ପଞ୍ଚମପୁର ଠାରେ।

ସୂଚନା ଅନୁଯାୟୀ, ଜଣେ ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ହ୍ୟାଣ୍ଡ୍‌ ହେଣ୍ଡ ବ୍ରେକ ମାରିଥିଲେ ଗାଡ଼ି ଚାଳକ। ଫଳରେ କାରଟି ରାସ୍ତାରୁ ଓଲଟି ପଡ଼ି କେନାଲ ଭିତରକୁ ଖସିଯାଇଥିଲା। ତେବେ ଗାଁ ଲୋକଙ୍କ ସାହାଯ୍ୟରେ କାର ଡ୍ରାଇଭରଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି।